ଖବର ଜିଲ୍ଲା କୋରାପୁଟରେ କଂଗ୍ରେସ ଆଗୁଆ Advertisment June 04, 2024, 10:51 AM IST 04 Jun 2024 10:51 IST Sambad Digital Follow Us କୋରାପୁଟ:ତୃତୀୟ ରାଉଣ୍ଡରେ କୋରାପୁଟ ଲୋକସଭା ସାଂସଦ କଂଗ୍ରେସର ସପ୍ତଗୀରୀ ଉଲ୍ଲକା ୫,୪୬୫ ଭୋଟରେ ଆଗୁଆ ରହିଛନ୍ତି। ସେ ୧୧,୯୫୪ ଭୋଟ ପାଇଥିବାବେଳେ ବିଜେଡି.୬,୪୮୯ ଭୋଟ ଏବଂ ବିଜେପି ୩,୬୨୦ ଭୋଟ ପାଇଛନ୍ତି।