ନବୀନଙ୍କ ନିବାସରେ ବରିଷ୍ଠ ନେତାଙ୍କ ଭିଡ଼

Advertisment
ନବୀନଙ୍କ ନିବାସରେ ବରିଷ୍ଠ ନେତାଙ୍କ ଭିଡ଼

ଭୁବନେଶ୍ୱର: ନବୀନଙ୍କ ନିବାସରେ ବରିଷ୍ଠ ନେତାଙ୍କ ଭିଡ଼ ଲାଗିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଭେଟିଛନ୍ତି । ସେ ୨୦୧୯ରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ।

୨୦୨୪ ନିର୍ବାଚନ ସମୟରେ ସେ ବିଜେପି ଛାଡିଥିଲେ। ରଘୁନାଥଙ୍କ ସହ ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତ, ପ୍ରଫୁଲ ମଲ୍ଲିକ ଏବଂ ଉଷା ଦେବୀ ମଧ୍ୟ ନବୀନଙ୍କୁ ଭେଟିଛନ୍ତି।

ନବୀନଙ୍କ ସରକାରରେ ପ୍ରଦୀପ ଅମାତ ସୂଚନା ଓ ପ୍ରସାରଣ ବିଭାଗ ମନ୍ତ୍ରୀ ଦାୟିତ୍ୱରେ ଥିଲେ। ସେହିପରି ପ୍ରଫୁଲ ମଲ୍ଲିକ ଖଣି ଓ ଇସ୍ପାତ ବିଭାଗର ମନ୍ତ୍ରୀ ଥିଲେ। ଉଷା ଦେବୀ ଗୃହ ଓ ସହରୀ ବିକାଶ ମନ୍ତ୍ରୀ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe