ରକ୍ତଚାପ ରୋଗୀଙ୍କପାଇଁ ଖୁବ୍‌ ଲାଭକାରୀ ଖଜୁରି

Advertisment
ରକ୍ତଚାପ ରୋଗୀଙ୍କପାଇଁ ଖୁବ୍‌ ଲାଭକାରୀ ଖଜୁରି

photo-aws.livestrongcdn.com

ଖଜୁରି ଏକ ମିଠା ଫଳ ହୋଇଥିବା ହେତୁ ଏହାକୁ କେତେକ ଲୋକ ନ ଖାଇବାକୁ ଭଲ ଭାବନ୍ତି। କେହି କେହି ଭାବନ୍ତି ଯେ ଏହାର ସେବନ କରିଲେ ମଧୁମେହର ଆଶଙ୍କା ରହିଛି। କିନ୍ତୁ ଏଥିରେ ଯେ ଅନେକ ସ୍ୱାସ୍ଥ୍ୟବର୍ଦ୍ଧକ ଗୁଣ ରହିଛି। ତାହା ବୋଧହୁଏ ଜାଣନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା ଏହାର କିଛି ଲାଭ ସଂପର୍କରେ ….

publive-image photo-premiumtimes

ପ୍ରତ୍ୟେକ ମନୁଷ୍ୟର ଶରୀରର ପାଇଁ ଖଜୁରିର ଆବଶ୍ୟକତା ରହିଛି। କାରଣ କେବଳ ଖଜୁରିରେ ରହିଛି ୨୩ କ୍ୟାଲୋରି। ଏହା ଦ୍ୱାରା କୋଲେଷ୍ଟ୍ରଲ୍‌ ଆଦୌ ହୁଏ ନାହିଁ।
ଯଦି ଆପଣ ଡ଼ାଏଟିଂ କରୁଥା’ନ୍ତି,ତେବେ ବିନା ଦ୍ୱିଧାରେ ଖଜୁରି ଖାଇପାରନ୍ତି। ଏତଦ୍‌ବ୍ୟତୀତ ନିମ୍ନ ରକ୍ତଚାପ ଥିବା ରୋଗୀ ମଧ୍ୟ ଏହାକୁ ଖାଇଲେ ଖୁବ୍‌ ଉପକାର ହୋଇଥାଏ। ଏହି ରୋଗରେ ପୀଡ଼ିତ ଲୋକେ ତିନି ବା ଚାରିଟି ଖଜୁରୀ ଗରମ ଜଳରେ ମଞ୍ଜିକୁ କାଢ଼ି ପକାନ୍ତୁ । ତା’ପରେ ସେଗୁଡ଼ିକ ଗରମ କ୍ଷୀରରେ ମିଶାଇ ଫୁଟାନ୍ତୁ।ଏହି କ୍ଷୀରକୁ ସକାଳେ ଓ ସନ୍ଧ୍ୟାରେ ପିଅନ୍ତୁ। ଦେଖିବେ କିଛିଦିନ ପରେ ନିମ୍ନ ରକ୍ତଚାପରୁ ମୁକ୍ତି ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe