ଅନ୍ୟ ଜଣେ ମହିଳାଙ୍କ ପ୍ରସବ କରାଉଥିବା ସମୟରେ ନିଜେ ଲେବର୍‌ ରୁମ୍‌କୁ ଗଲେ ଗର୍ଭବତୀ ଡାକ୍ତରାଣୀ!

Advertisment

cbc.ca

ନ୍ୟୁୟର୍କ: ଅନେକ ସମୟରେ ଭିନ୍ନ ଧରଣର ଚମତ୍କାରୀ ଘଟଣା ସବୁ ଦେଖିବାକୁ ମିଳିଥାଏ। ସବୁ ଘଟଣା ଅନ୍ୟଠାରୁ ଟିକେ ଭିନ୍ନ ହୋଇଥିବାରୁ ତାହା ଟିକେ ଭିନ୍ନ ଗୁରୁତ୍ୱ ବହନ କରେନି କି? ନିକଟରେ ଦେଖିବାକୁ ମିଳିଛି ସେହିପରି କିଛି ଘଟଣା ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ।

ଆମେରିକାର ଜଣେ ଗର୍ଭବତୀ ଡାକ୍ତରାଣୀ ଅନ୍ୟ ଜଣେ ପ୍ରସୂତୀଙ୍କର ପ୍ରସବ କରାଇବା ବେଳେ ହଠାତ୍‌ ତାଙ୍କ ନିଜର ଗର୍ଭକାଳୀନ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଫଳରେ ଡାକ୍ତରାଣୀ ଜଣଙ୍କୁ ତାଙ୍କ ପେସେଣ୍ଟ୍‌କୁ ଛାଡ଼ି ଲେବର୍‌ ରୁମ୍‌ ଭିତରକୁ ଯିବାକୁ ପଡ଼ିଥିଲା। ୨୮ ବର୍ଷୀୟା ଡାକ୍ତରାଣୀ ଏମିଲି ଜକୋବ୍ସଙ୍କର ଦିଆଯାଇଥିବା ତାରିଖର ୪ ସପ୍ତାହ ପୂର୍ବରୁ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଫଳରେ ସେ ଲେବର୍‌ ରୁମ୍‌କୁ ଯାଇ ତାଙ୍କର ଜଣେ ସହଯୋଗୀଙ୍କ ସହାୟତାରେ ପୁତ୍ର ଜେଟ୍‌ଙ୍କୁ ଜନ୍ମ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe