ଓଏଏସ୍‌ ସ୍ତରରେ ଅଦଳବଦଳ

Advertisment
ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ବର : ଆସନ୍ତା ପଞ୍ଚାୟତ ନିର୍ବାଚନକୁ ନଜରରେ ରଖି କିଛି ଦିନ ତଳେ ରାଜ୍ୟ ନିର୍ବାଚନ କମିସନର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ ଯେ, ନିଜ ଅଞ୍ଚଳରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କୁ ନଭେମ୍ବର ୧୫ସୁଦ୍ଧା ଅନ୍ୟତ୍ର ବଦଳି କରାଯାଉ। ଏହାପରେ ରାଜ୍ୟ ସରକାର ବଦଳି ପ୍ରକ୍ରିୟା ଜୋରଦାର୍ କରିଛନ୍ତି। ଶୁକ୍ରବାର ୬ଜଣ ଓଏଏସ୍‌ ଓ ୧୧ଜଣ ଓଆର୍‌ଏସ୍‌ ଅଧିକାରୀଙ୍କ ବଦଳି ହୋଇଥିବାବେଳେ ଆଜି ପୁଣି ୨୨ଜଣ ଓଏଏସ୍‌ ଅଧିକାରୀଙ୍କର ବଦଳି ହୋଇଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe