କଣାସରେ ସ୍ଥିତି ଗମ୍ଭୀର: ମକରା ନଈବନ୍ଧକୁ ଧୋଇନେଲା ବନ୍ୟା ପାଣି

Advertisment
କଣାସରେ ସ୍ଥିତି ଗମ୍ଭୀର: ମକରା ନଈବନ୍ଧକୁ ଧୋଇନେଲା ବନ୍ୟା ପାଣି

ପୁରୀ: ପୁରୀ ଜିଲ୍ଲାର କଣାସ ବ୍ଲକରେ ବନ୍ୟା ସ୍ଥିତି ଗମ୍ଭୀର। ଏଠାରେ ଦୟା ନଦୀର ଶାଖା ନଦୀ ମକରା ନଈବନ୍ଧକୁ  ବନ୍ୟା ପାଣି ଧୋଇନେଇଥିବାର ଖବର ମିଳିଛି। ଫଳରେ କଣାସ ଜାଗୁଳେଇପଦର ଅଞ୍ଚଳରେ କଉଡି଼ଆପୁର ନିକଟରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ଏଠାରେ ବାଲି ବସ୍ତା ପକାଇବା ପାଇଁ  ପ୍ରସ୍ତୁତି ଚାଲିଛି। ୩ ପଞ୍ଚାୟତର ୧୦ରୁ ଅଧିକ ଗାଁକୁ ବିପଦ ଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe