ବଜେଟ୍‌ ୨୦୨୪-୨୫: କେମିତି ଆସେ ଟଙ୍କାଟିଏ ଓ କେମିତି ବ୍ୟୟ ହୁଏ ?

Advertisment
ବଜେଟ୍‌ ୨୦୨୪-୨୫: କେମିତି ଆସେ ଟଙ୍କାଟିଏ ଓ କେମିତି ବ୍ୟୟ ହୁଏ ?

ନୂଆଦିଲ୍ଲୀ : ଭାରତ ଭଳି ଏକ ବିଶାଳ ଦେଶର ସାଧାରଣ ବଜେଟ୍ ଅନେକଙ୍କ ପାଇଁ ବୁଝିବା ଏତେ ସହଜ ନୁହେଁ । ତେବେ କେତେକ ସରଳ ଉପାୟରେ ଆମେ ଏହାକୁ ବୁଝିପାରିବା । ଯେମିତିକି ଆପଣଙ୍କ ଘରର ବଜେଟ ରହିଛି, ଅର୍ଥାତ୍ ଘରର ଆୟ, ବ୍ୟୟ ଓ ସଂଚୟ, ଠିକ୍ ସହିପରି  ରହିଛି ଦେଶର ବଜେଟ୍ । ବଜେଟକୁ ସରଳଭାଷାରେ ଟଙ୍କାଟିଏ ଆୟ ଓ ଟଙ୍କାଟିଏ ବ୍ୟୟ ମାଧ୍ୟମରେ ବୁଝିବାକୁ ପଡ଼ିବ ।

publive-image

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe