ଲକଡାଉନ ସମୟରେ ୧୦ ଲକ୍ଷ ୭ହଜାର ୩୩୦ ଜଣ ପ୍ରବାସୀ ଓଡ଼ିଶା ଫେରିଛନ୍ତି: ଶ୍ରମମନ୍ତ୍ରୀ

Advertisment
ପ୍ରବାସୀ ଓଡ଼ିଆଙ୍କ ସକାଶେ ଗାଇଡ଼ଲାଇନ ପ୍ରସ୍ତୁତି ପାଇଁ ବିଚାର କରାଯାଉଛି: ମନ୍ତ୍ରୀ ସୁଶାନ୍ତ ସିଂହ

ଭୁବନେଶ୍ବର: ଲକଡାଉନ ସମୟରେ ୧୦ ଲକ୍ଷ ୭ହଜାର ୩୩୦ ଜଣ ପ୍ରବାସୀ ଓଡ଼ିଶା ଫେରିଛନ୍ତି। ରାଜ୍ୟ ସରକାର ପ୍ରବାସୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି ବୋଲି ଗୃହରେ ଉତ୍ତର ରଖିଛନ୍ତି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତି ପଞ୍ଚାୟତରେ ସେମାନଙ୍କୁ ରଖାଯାଇଥିଲା ଏବଂ ଏହା ବାବଦରେ ୨୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଦିଆଯାଇଛି। ସେପଟେ ପ୍ରବାସୀମାନଙ୍କୁ ରୋଜଗାର ଦେବା ପାଇଁ ବ୍ୟବସ୍ଥା କରିବା ପାଇଁ କଂଗ୍ରେସ ବିଧାୟକ ସୁର ରାଉତରାୟ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe