ଭୁବନେଶ୍ବର : ଢେଙ୍କାନାଳ ଏସ୍ପି କେ. ଶିବା ସୁବ୍ରମଣିଙ୍କୁ ସିବିଆଇ ଏସ୍ପି ଭାବେ ନିଯୁକ୍ତି ମିଳିଛି। ୨୦୧୦ ବ୍ୟାଚ୍ର ଆଇପିଏସ୍ ଅଫିସର ଶ୍ରୀ ସୁବ୍ରମଣି ୪ ବର୍ଷ ପାଇଁ ଡେପୁଟେସନରେ କେନ୍ଦ୍ରକୁ ଯିବେ। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁଦିନ ଠାରୁ ସେ କାର୍ଯ୍ୟରେ ଯୋଗଦେବେ ସେବେଠାରୁ ତାଙ୍କର ଡେପୁଟେସନ୍ କାର୍ଯ୍ୟକାଳ ହିସାବ କରାଯିବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us