ପ୍ରାକୃତିକ ଉପାୟରେ ଆପଣଙ୍କର ଓଠର ଉପରିଭାଗର ଲୋମ ରିମୁଭ୍‌ କରନ୍ତୁ ଏପରି!

Advertisment
ରୁକ୍ଷ ଚର୍ମ ପାଇଁ ଲେଜର ଚିକିତ୍ସା ସୁବିଧା

ph-internet

ସାଧାରଣତଃ ଆଜିକାଲି ଝିଅମାନେ ସେମାନଙ୍କ ଅପର୍‌ ଲିପ୍‌ ବା ଓଠର ଉପରିଭାଗରେ ହେଉଥିବା କେଶକୁ ନେଇ ଚିନ୍ତାରେ ରହୁଛନ୍ତି।କାହିଁକିନାତେବେ ଆଜି ଆମେ ଆପଣଙ୍କୁ ଏଥିରୁ ମୁକ୍ତି ପାଇବା ପାଇଁ କେତେକ ଘରୋଇ ଉପାୟ ବିଷୟରେ କହିବୁ,ଯାହାକି ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ଦେବ।
ହଳଦୀ ଏବଂ ପାଣିର ଉପାୟ: ଆପଣ ଏକ ଚାମଚ ହଳଦୀ ପାଉଡ଼ରରେ ଏମିତି ମାତ୍ରାରେ ପାଣିକୁ ମିଶ୍ରଣ କରନ୍ତୁ,ଯେପରିକି ତାହାର ଏକ ଗାଢ଼ା ପେଷ୍ଟ୍‍ ପ୍ରସ୍ତୁତ ହେବ।ଏହାପରେ ଆପଣ ଏହି ପେଷ୍ଟ୍‍କୁ ଆପଣଙ୍କ ଓଠର ଉପରିଭାଗରେ ଧିରେ ଧିରେ ଲଗାଇ ୩୦ ମିନିଟ୍‌ ପରେ ଏହାକୁ ରଗଡ଼ି ଛଡ଼ାଇବାକୁ ହେବ।ତେବେ ଆପଣଙ୍କୁ ଏହି ଉପାୟଟିକୁ ଅତିକମ୍‌ରେ ୪ ସପ୍ତାହ କରିବାକୁ ହେବ। ଆପଣଙ୍କ ଓଠର ଉପରି ଭାଗରେ ହେବାକୁ ଥିବା ଲୋମକୁ ଦୂରେଇ ଦେଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe