ଏହି ଚିତ୍ରକୁ ଦେଖନ୍ତୁ , ଆଉ ଜାଣନ୍ତୁ ,କେତେକ ମଜାଦାର କଥା

ଏହି ଚିତ୍ରକୁ ଦେଖନ୍ତୁ , ଆଉ ଜାଣନ୍ତୁ ,କେତେକ ମଜାଦାର କଥା

photo-speakingtree

ଉପରେ ଏକ ଚିତ୍ର ରହିଛି । ପ୍ରଥମେ ତାକୁ ଦେଖନ୍ତୁ, ଆଉ ତା’ପରେ ଜାଣନ୍ତୁ କେତେକ ମଜାଦାର କଥା । ଯଦି ଆପଣ ଜଣେ ଝିଅ ଏବଂ ଏହି ଚିତ୍ରକୁ ଦେଖନ୍ତୁ ତା’ପରେ ଆପଣ କ’ଣ ଦେଖୁଛନ୍ତି ପୁଅ ନା ଝିଅ ? ଯଦି ଆପଣ ଆଗେ ଝିଅକୁ ଦେଖୁଥାନ୍ତି ,ତେବେ ଆପଣ ବାସ୍ତବରେ ଜଣେ ହୃଦୟବାନ୍‌ ମହିଳା ଏବଂ ସର୍ବଦା ସକାରାତ୍ମକ କଥା ଭାବନ୍ତି। ସର୍ବଦା ଆଗକୁ ବଢ଼ିବା ହେଉଛି ଆପଣଙ୍କର ପ୍ରବୃତ୍ତି। ଆପଣ ଅତୀତରେ ବିଶ୍ୱାସ କରନ୍ତି ନାହିଁ ଏବଂ ଆପଣଙ୍କ ଭିତରେ ପ୍ରବଳ ଆତ୍ମବିଶ୍ୱାସ ରହିଛି। ସବୁ ପରିସ୍ଥିତିରେ ଆପଣ ଆତ୍ମନିର୍ଭରଶୀଳ ହେବାକୁ ପସନ୍ଦ କରନ୍ତି।
କିନ୍ତୁ ଆପଣ ପ୍ରଥମେ ଯଦି ଜଣେ ପୁଅ ଏବଂ ପ୍ରଥମେ ଝିଅକୁ ଦେଖନ୍ତି ତେବେ ଆପଣଙ୍କର ବିପରୀତ ଲିଙ୍ଗପ୍ରତି ପ୍ରବଳ ଆକର୍ଷଣ ରହିଛି। ଆପଣ କୌଣସି ଯୁବତୀଙ୍କ ପ୍ରତି ବି ଅଧିକ ମାତ୍ରାରେ ଆକର୍ଷିତ ହୋଇଥାନ୍ତି । ଫଳତଃ କିଛି ଭୁଲ କରି ବସନ୍ତି।

publive-image photo-fanpop.com

ଠିକ୍‌ ସେହିପରି ଯଦି ଆପଣ ଜଣେ ଝିଅ ଏବଂ ଏହି ଚିତ୍ରରେ ପ୍ରଥମେ ଜଣେ ପୁଅକୁ ଦେଖନ୍ତି ,ତେବେ ଆପଣ ଖୁବ୍‌ ରୋମାଣ୍ଟିକ୍‌ ସ୍ୱଭାବର ଏବଂ ସେଭଳି ସାଥୀ ସନ୍ଧାନରେ ଅଛନ୍ତି ବୋଲି ଜାଣନ୍ତୁ। ଆପଣଙ୍କଜୀବନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆପଣ ସାଥୀ ସନ୍ଧାନରେ ସଫଳ ହେବେ। ଅପରପକ୍ଷରେ ଆପଣ ପ୍ରଥମେ ଯଦି ଜଣେ ପୁଅ ଏବଂ ପ୍ରଥମେ ପୁଅକୁୁ ଦେଖନ୍ତି ,ତେବେ ଆପଣଙ୍କର କ୍ରୀଡାରେ ବିଶେଷ ରୁଚି ରହିଛି ବୋଲି ଜାଣନ୍ତୁ। ଅଧିକାଂଶ ସମୟରେ ସେହି ବିଷୟରେ ଭାବନ୍ତି। ଏହାର ଅର୍ଥ ହେି ପୁରୁଷ ଆପଣଙ୍କୁ କର୍ମକ୍ଷେତ୍ରରେ ହଇରାଣ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe