ଲକ୍‌ଡାଉନ୍‌କୁ ସୋନିଆଙ୍କ ସ୍ବାଗତ, ରିଲିଫ୍‌ ପ୍ୟାକେଜ୍‌କୁ ପ୍ରଶଂସା କଲେ ରାହୁଲ ଗାନ୍ଧି

କରୋନା ପରେ ସୋନିଆଙ୍କୁ ଫଙ୍ଗାଲ ସଂକ୍ରମଣ

DNA India

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପ ଏବଂ ୨୧ ଦିନିଆ ଲକ୍‌ଡାଉନ୍‌କୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ସ୍ବାଗତ କରିଛନ୍ତି। ସରକାର ଲୋକଙ୍କୁ ଏନ୍‌-୯୫ ମାସ୍କ ପର୍ଯ୍ୟାପ୍ତ ସଂଖ୍ୟାରେ ଯୋଗାଇ ଦେବା ସହ ଦେଶର ବିଭିନ୍ନ ସ୍ଥାନରେ ଅସ୍ଥାୟୀ କ୍ବାରାଣ୍ଟିନ୍‌ ଶିବିର ସ୍ଥାପନ କରିବାକୁ ଗୁରୁତ୍ବାରୋପ କରିଛନ୍ତି। ଅନ୍ୟପକ୍ଷରେ କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ରିଲିଫ୍‌ ପ୍ୟାକେଜ୍‌କୁ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଶଂସା କରି ଏହା ସଠିକ୍‌ ପଦକ୍ଷେପ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe