ସନ୍ନି ଲିଓନ୍‌ଙ୍କ ବାର୍ବି ଗାର୍ଲ…ରୂପ

ସନ୍ନି ଲିଓନ୍‌ଙ୍କ ବାର୍ବି ଗାର୍ଲ…ରୂପ

photo-zeenews

ବେଶ୍‌ କିଛି ଦିନ ବ୍ୟବଧାନରେ ପୁଣି ହଟ୍‌ ଗର୍ଲ ସନ୍ନି ଲିଓନ୍‌ ପରଦାକୁ ଆସୁଛନ୍ତି। ହଁ ସେ ଏଇ ୨୪ ତାରିଖରେ ରିଲିଜ୍‌ ହେବାକୁ ଥିବା ସିନେମା ‘ତେରା ଇନ୍ତେଜାର୍‌’ରେ ନାୟିକା ଭୂମିକାରେ ନଜର ଆସିବେ ସେ। ଏଥିରେ ତାଙ୍କର ନାୟକ ହେଲେ ଅରବାଜ୍‌ ଖାନ୍‌।ରାଜୀବ ଓ୍ଵାଲିଆଙ୍କ ନିର୍ଦ୍ଦେଶିତ‘ତେରା ଇନ୍ତେଜାର୍‌’ର ଟ୍ରେଲର୍‌ ଆଗରୁ ରିଲିଜ୍‌ ହୋଇ ବେଶ୍‌ ହଟଚମଟ ସୃଷ୍ଟି କରିଛି।

ଏବେ ଏହି ସିନେମାର ପ୍ରଥମ ଗୀତ ବାର୍ବି ଗାର୍ଲ… ବି ସାମ୍ନାକୁ ଆସିଛି। ଏହି ଗୀତକୁ ବି ପସନ୍ଦ କରାଯାଉଛି। ଏହାର ଗୀତିକାର ହେଲେ ଶବୀର ଅହମ୍ମଦ୍‌ ଏବଂ ଏଥିରେ କଣ୍ଠଦାନ କରିଛନ୍ତି ଆଂଜେଲ୍‌,ସ୍ୱାତୀ ଶର୍ମା ଏବଂ ମିତ୍‌ ବ୍ରଦର୍ସ। ଏହି ହଟ୍‌ ଗୀତରେ ସନ୍ନି ଲିଓନଙ୍କ ହଟ୍‌ ନୃତ୍ୟ ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe