ନାବାର୍ଡ-ଜିନ୍ଦଲ ଷ୍ଟେନଲେସ୍‌ ଫାଉଣ୍ଡେସନ ବୁଝାମଣା

ଯୋଗ୍ୟ ସିଇଓ ନିଯୁକ୍ତି ପାଇଁ ନାବାର୍ଡର ତାଗିଦ ପରେ ଉଠିଲା ପ୍ରଶ୍ନ

patrika.com

ଭୁବନେଶ୍ବର: ଚାଷୀଙ୍କ ଆୟ ବଢ଼ାଇବା ଲକ୍ଷ୍ୟ ନେଇ ନାବାର୍ଡ ଓ ଜିନ୍ଦଲ ଷ୍ଟେନଲେସ୍‌ ଫାଉଣ୍ଡେସନ ପରସ୍ପର ସହ ହାତ ମିଳାଇଛନ୍ତି। ଏହି ଦୁଇ ସଂସ୍ଥା ମଧ୍ୟରେ ହୋଇଥିବା ବୁଝାମଣା ଦ୍ବାରା ୪ ଲକ୍ଷ ଚାଷୀ ଉପକୃତ ହେବେ। ଫାଉଣ୍ଡେସନ ପକ୍ଷରୁ ଚାଷୀଙ୍କ ଆୟରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟକାରୀ ହୋଇଥିବା ଯୋଜନାଗୁଡ଼ିକ ନିମନ୍ତେ ଆଂଶିକ ପାଣ୍ଠି ଯୋଗାଇ ଦେବା ସହ ନାବାର୍ଡ ଦ୍ବାରା ପରିଚାଳନା କାର୍ଯ୍ୟକ୍ରମ ପାଇଁ ସହାୟତା ପ୍ରଦାନ କରାଯିବ। ଏହି ଅବସରରେ ଫାଉଣ୍ଡେସନର ଅଧ୍ୟକ୍ଷା ଦୀପିକା ଜିନ୍ଦଲ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe