ବିଜେପିରେ ଜଣେ କର୍ମୀର ମୂଲ୍ୟ କଣ? ତାହା ଜଣାଇଦେଇଛନ୍ତି ଚାଣକ୍ୟ ତଥା ଗୃହମନ୍ତ୍ରୀ ଅମିତ ଶାହା | ଜଣେ କର୍ମୀଙ୍କ ଝିଅ ବାହାଘରରେ ଅଚାନକ ପହଂଚିବା ସହ ବରଯାତ୍ରୀଙ୍କୁ ସ୍ୱାଗତ ବି କଲେ | ଝିଅ ବାହାଘରରେ ଶାହା ଯୋଗ ଦେବା କଳ୍ପନାର ବାହାରେ ଥିଲା | ଆଉ ଏଥିପାଇଁ ଭାବୁକ ହୋଇପଡିଥିଲେ ବିଜେପି କାର୍ଯ୍ୟାଳୟରେ କାମ କରୁଥିବା ରାମଧନ ନାମକ ଏହି କର୍ମୀ |
ଆହୁରି ପଢନ୍ତୁ: Farmers: ନବରଂଗପୁରରେ ବର୍ଷକରେ ବଢ଼ିଲେ ୮୧୦୯ଚାଷୀ, ୫୨୧୭ ଭାଗଚାଷୀ ଚିହ୍ନଟ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)