ଢାକା: ପଡ଼ୋଶୀ ବାଂଲାଦେଶ ଏବେ ଜଳୁଛି । ବିଶେଷକରି ବାଂଲାଦେଶର ଛାତ୍ରନେତା ଓ ପ୍ରଖର ଭାରତ ବିରୋଧୀ ଉସମାନ ହାଦି ମୃତ୍ୟୁବରଣ କରିବା ପରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ଏହି ଘଟଣାପରେ ସେଠାରେ ଭାରତ ବିରୋଧୀ ମନୋଭାବ ବଢ଼ିବାରେ ଲାଗିଛି । କାରଣ ସେଠାକାର ଲୋକମାନେ ଭାବୁଛନ୍ତି ଏହି ହତ୍ୟା ପଛରେ ଭାରତ ରହିଛି । ସେଠାରେ ଥିବା ଏହି ଭାରତ ବିରୋଧୀ ମନୋଭାବର ପରିଣତି ଭୋଗୁଛନ୍ତି ସେଠାକାର ନିରୀହ ହିନ୍ଦୁ ଜନତା । ସରକାର ସେମାନଙ୍କୁ ବଞ୍ଚାଇବେ କଣ ଭାରତ ବିରୋଧୀଙ୍କ ସ୍ବରରେ ସ୍ବର ମିଳାଉଛନ୍ତି । ଏପରିକି ଖୋଦ ଅସ୍ଥାୟୀ ସରକାରର ମୁଖିଆ ମହମ୍ମଦ ୟୁନୁସ ଭାରତର ଉତ୍ତରପୂର୍ବାଞ୍ଚଳକୁ କାଟିଦେବାକୁ ଖୋଲାଖୋଲି ଧମକ ଦେଉଛି ।
Unrest Shakes Bangladesh: ଭାରତ ବିରୋଧରେ ଜହର ଓଗାଳୁଛି ବାଂଲାଦେଶ । କାହିଁକି ଚୁପ୍ ଭାରତ? ଏହା ଝଡ଼ ପୂର୍ବର ନୀରବତା କି?
ପଡ଼ୋଶୀ ବାଂଲାଦେଶ ଏବେ ଜଳୁଛି । ବିଶେଷକରି ବାଂଲାଦେଶର ଛାତ୍ରନେତା ଓ ପ୍ରଖର ଭାରତ ବିରୋଧୀ ଉସମାନ ହାଦି ମୃତ୍ୟୁବରଣ କରିବା ପରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ଏହି ଘଟଣାପରେ ସେଠାରେ ଭାରତ ବିରୋଧୀ ମନୋଭାବ ବଢ଼ିବାରେ ଲାଗିଛି ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/09/2025-07-09t140418003z-303a0e67-a2aa-4acf-8f08-768d7ad5fbb9-2025-07-09-19-34-16.jpg)