ସିନେମାର ସ୍କ୍ରିନିଂ ସମୟରେ ଦର୍ଶକଙ୍କ ମୃତ୍ୟୁ
ଦକ୍ଷିଣ ସିନେମାର ସୁପରଷ୍ଟାର ଚିରଞ୍ଜିବୀ ଚଳଚ୍ଚିତ୍ର ‘ମାନା ଶଙ୍କରା ଭାରା ପ୍ରସାଦ ଗାରୁ’ ପାଇଁ ବେଶ ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ରଟି ଜାନୁଆରି ୧୨ ତାରିଖରେ ସିନେମା ହଲରେ ମୁକ୍ତିଲାଭ କରିଛି। ଫାଷ୍ଟ ଡେ ଫାଷ୍ଟ ସୋ’ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ଭରି ରହିଥିବା ଦେଖିବାକୁ ମିଳିଥିଲା। ସିନେମାର ସ୍କ୍ରିନିଂ ସମୟରେ ଚିରଞ୍ଜିବୀଙ୍କ ଜଣେ ପ୍ରଶଂସକଙ୍କ ହାଇଦ୍ରାବାଦର ଏକ ସିନେମା ହଲରେ ହୃଦଘାତର ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି।
Follow Us