Advertisment

CLAT 2026 Topper Reaction: ଟପ୍ପର ହେବା ପରେ ଏଭଳି ଥିଲା ଗୀତାଲିଙ୍କ ପ୍ରତିକ୍ରିୟା, ଭାଇରାଲ ହେଲା ଭିଡିଓ

Advertisment

ପାସ୍ କରିଛି କି ନାହିଁ ଦେଖୁଥିଲେ। ଆଉ ହୋଇଗଲେ ଟପ୍ପର।  ସୋସିଆଲ ମିଡିଆ‌ରେ ଏବେ ଜଣେ ଛାତ୍ରୀଙ୍କ ଭିଡିଓ ଖୁବ୍ ଭାଇରାଲ ହେଉଛି। ପରୀକ୍ଷାର ଫଳାଫଳ ଜାଣିବା ପରେ ସେ ଯେଉଁଭଳି ଭାବେ ଭାବବିହ୍ବଳ ହୋଇଥିଲେ, ତାହା ଭାଇରାଲ ଭିଡିଓରେ ସ୍ପଷ୍ଟ ଦେଖାଯାଉଛି।

ଗଙ୍ଗାନଗର(ରାଜସ୍ଥାନ): ପାସ୍ କରିଛି କି ନାହିଁ ଦେଖୁଥିଲେ। ଆଉ ହୋଇଗଲେ ଟପ୍ପର।  ସୋସିଆଲ ମିଡିଆ‌ରେ ଏବେ ଜଣେ ଛାତ୍ରୀଙ୍କ ଭିଡିଓ ଖୁବ୍ ଭାଇରାଲ ହେଉଛି। ପରୀକ୍ଷାର ଫଳାଫଳ ଜାଣିବା ପରେ ସେ ଯେଉଁଭଳି ଭାବେ ଭାବବିହ୍ବଳ ହୋଇଥିଲେ, ତାହା ଭାଇରାଲ ଭିଡିଓରେ ସ୍ପଷ୍ଟ ଦେଖାଯାଉଛି। ଡର ଡର ମନରେ ସେ ମୋବାଇଲରେ ପରୀକ୍ଷା ଫଳ ଦେଖିବା ଏବଂ ଟପ୍ପର ହୋଇଥିବା ଜାଣି ଖୁସିରେ କାନ୍ଦି ପକାଇବାର ଭିଡିଓ ଏବେ ଲୋକଙ୍କ ମନ କିଣିଛି।

ଆହୁରି ଦେଖନ୍ତୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe