Crocodile Attack: ‌ଷ୍ଟଣ୍ଟ କରୁଥିଲେ, ମାଡ଼ି ଆସିଲା କୁମ୍ଭୀର

Advertisment

ପାଣିକୁ ଡେଇଁବି, ଆଉ ଲୋକପ୍ରିୟ ହୋଇଯିବି ବୋଲି ଭାବିଥିଲେ ଯୁବକ। ହେଲେ ପାଣି ଭିତରେ ତାଙ୍କୁ କୁମ୍ବୀର ଆକ୍ରମଣ କରିବାକୁ ମାଡ଼ି ଆସିବ ବୋଲି ତାଙ୍କୁ ଜଣାନଥିଲା। Latest | ଭିଡ଼ିଓ

ପାଣିକୁ ଡେଇଁବି, ଆଉ ଲୋକପ୍ରିୟ ହୋଇଯିବି ବୋଲି ଭାବିଥିଲେ ଯୁବକ। ହେଲେ ପାଣି ଭିତରେ ତାଙ୍କୁ କୁମ୍ବୀର ଆକ୍ରମଣ କରିବାକୁ ମାଡ଼ି ଆସିବ ବୋଲି ତାଙ୍କୁ ଜଣାନଥିଲା। Latest | ଭିଡ଼ିଓ

ନୂଆଦିଲ୍ଲୀ: ଏବେ ଯୁବପିଢ଼ିଙ୍କୁ ଘାରିଛି ରିଲ୍ ନିଶା। ଲୋକପ୍ରିୟ ହେବା ପାଇଁ ଲୋକେ ବିପଦରେ ପକାଉଛନ୍ତି ଜୀବନ। କିଏ ଝରଣା ଆଗରେ ତ କିଏ ପାହାଡ଼ ଉପରେ ଠିଆ ହୋଇ କରୁଛି ରିଲ୍। ଅନେକ ଦୁର୍ଘଟଣା ଘଟି ସାରିଥିଲେ ବି ସଚେତନ ହେଉନାହାନ୍ତି ଲୋକେ। ଏବେ ପୁଣି ଜଣେ ଯୁବକ ନିଜ ଜୀବନକୁ ବାଜି ଲଗାଇ ରିଲ୍ ସୁଟ୍ କରିଥିବା ଦେଖାଯାଇଛି। ପଙ୍କ ଭର୍ତ୍ତି ପୋଖରୀ ଭିତରକୁ ଡେଇଁବାର ଦୃଶ୍ୟ ରେକର୍ଡ କରିବାକୁ ଯାଇ ସେ ମୃତ୍ୟୁକୁ ନିମନ୍ତ୍ରଣ କରିଥିବାର ଭିଡିଓ ଏବେ ଭାଇରାଲ ହେଉଛି।

ଆହୁରି ଦେଖନ୍ତୁ:

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe