Dharmendra Pradhan and Sambalpur Collector: ଆମ ଜିଲ୍ଲାପାଳ ଆଖୁଚାଷୀଙ୍କ ପୁଅ, କାହାକୁ ଏମିତି କହିଲେ ଧର୍ମେନ୍ଦ୍ର

ଧର୍ମେନ୍ଦ୍ରଙ୍କ କହିବା କଥା ଯେ ସମ୍ବଲପୁର ଜିଲ୍ଲାପାଳ ହେଉଛନ୍ତି ଜଣେ ଆଖୁଚାଷୀଙ୍କ ପୁଅ | ଆଖୁଚାଷରୁ ଉପାର୍ଜନ ହେଉଥିବା ଟଙ୍କା ସହ ସିଦ୍ଧେଶ୍ୱରଙ୍କ କଠିନ ପରିଶ୍ରମ ତାଙ୍କୁ ଆଜି ଏହି ସ୍ଥାନରେ ପହଞ୍ଚାଇଛି |

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁହଁରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବୋନ୍ଧାରଙ୍କ କାହାଣୀ | କେମିତି ସଂଘର୍ଷ କରି କ୍ୟାରିୟର ଗଢ଼ିଥିଲେ ମହାରାଷ୍ଟ୍ରର ଏହି ପୁଅ | ଚାଷୀଘରର ପୁଅ କେମିତି ହୋଇଛନ୍ତି ଆଇଏଏସ-ଆଇପିଏସ... ସଙ୍ଘର୍ଷ ଓ ସଫଳତାର କାହାଣୀ କହିଲେ କେନ୍ଦ୍ରମନ୍ତ୍ରୀ | ଧର୍ମେନ୍ଦ୍ରଙ୍କ କହିବା କଥା ଯେ ସମ୍ବଲପୁର ଜିଲ୍ଲାପାଳ ହେଉଛନ୍ତି ଜଣେ ଆଖୁଚାଷୀଙ୍କ ପୁଅ | 

ଆହୁରି ପଢନ୍ତୁ:  Suicide Attack In Pakistan: ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣ: ୬ ସୈନିକଙ୍କ ମୃତ୍ୟୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe