ନୂଆଦିଲ୍ଲୀ: ଡିଜିଟାଲ ଆରେଷ୍ଟରୁ ମିଳିବ ମୁକ୍ତି। ଆକାଉଣ୍ଟରୁ ଖାଲି ହେବନି କୋଟି କୋଟି ଟଙ୍କା। ଗୋଟାଏ କ୍ଲିକ୍ରେ ପଣ୍ଡ ହେବ ସାଇବର ଠକଙ୍କ ଯୋଜନା ଦିନକୁ ଦିନ ସାଇବର୍ ଠକେଇ ବଢ଼ିଚାଲିଛି । କୌଣସି ଲିଙ୍କ୍ ମାଧ୍ୟମରେ ହେଉ କି, ଫୋନ୍ କଲ୍ ମାଧ୍ୟମରେ ହେଉ, ଲୋକଙ୍କୁ ଲୁଟୁଛନ୍ତି ସାଇବର ଠକ । ଆକାଉଣ୍ଟ୍ରୁ ଚଳୁ କରିନେଉଛନ୍ତି କୋଟି କୋଟି ଟଙ୍କା। ଏବେ ଟଙ୍କା ଚୋରିର ବଡ଼ ମାଧ୍ୟମ ପାଲଟିଛି ଡିଜିଟାଲ୍ ଆରେଷ୍ଟ। ନିଜକୁ ସିବିଆଇ ଅଧିକାରୀ ବା Income Tax ଅଧିକାରୀ କହି ସାଇବର ଠକ ଲୋକଙ୍କଠାରୁ ଟଙ୍କା ଠକି ନେଉଥିବାର ଅନେକ ଖବର ଆସିଛି। କିନ୍ତୁ ବର୍ତ୍ତମାନ ଏଥିରୁ ରକ୍ଷା ପାଇବା ପାଇଁ ଉପାୟ ଆଣିଛନ୍ତି ସରକାର । ଏବେ ଗୋଟିଏ କ୍ଲିକରେ ଡିଜିଟାଲ୍ ଆରେଷ୍ଟରୁ ମୁକ୍ତି ପାଇପାରିବେ ଲୋକେ । ଆସନ୍ତୁ ଜାଣିବା କେମିତି କାମ କରିବ ଏହି ବଟନ୍।
ଡିଜିଟାଲ ଆରେଷ୍ଟରୁ ମିଳିବ ମୁକ୍ତି। ଆକାଉଣ୍ଟରୁ ଖାଲି ହେବନି କୋଟି କୋଟି ଟଙ୍କା
Advertisment
Follow Us