ଭୁବନେଶ୍ବର: ରାଜଧାନୀର ସତ୍ୟବିହାରରେ ଥିବା ଏକ ବାରରେ ଲାଗିଛି ନିଆଁ। ହୁତୁହୁତୁ ହୋଇ ଜଳୁଛି ବିଲ୍ଡିଂ। ସମଗ୍ର ଅଞ୍ଚଳ ଧୂଆଁମୟ। ଘଟଣାସ୍ଥଳରେ ଦୁଇଟି ଦମକଳ ବାହିନୀ ନିଆଁଲିଭା କାମରେ ନିୟୋଜିତ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ।

Advertisment

ଆହୁରି ଦେଖନ୍ତୁFire In Philippines: ମାଡ଼ି ଆସୁଥିଲା ନିଆଁ, ପୋଷା କୁକୁର ପାଇଁ ମୃତ୍ୟୁ ସହ ଖେଳିଗଲେ ମହିଳା