ଛେପ ପକାଇ ରୁଟି ସେକିଲେ ରୋଷେୟା, ସାମ୍ନାକୁ ଆସିଲା ଏହି ଘୃଣ୍ୟ କାମର ଭିଡିଓ

Advertisment

ଛେପ ପକାଇ ରୁଟି ସେକିଲେ ରୋଷେୟା। ସାମ୍ନାକୁ ଆସିଲା ଏହି ଘୃଣ୍ୟ କାମର ଭିଡିଓ। ଭିଡିଓ ଭାଇରାଲ ପରେ ଖାଦ୍ୟ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ। ଉତ୍ତରପ୍ରଦେଶର ଗାଜିଆବାଦରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। Latest | ଭିଡ଼ିଓ

ଛେପ ପକାଇ ରୁଟି ସେକିଲେ ରୋଷେୟା। ସାମ୍ନାକୁ ଆସିଲା ଏହି ଘୃଣ୍ୟ କାମର ଭିଡିଓ। ଭିଡିଓ ଭାଇରାଲ ପରେ ଖାଦ୍ୟ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ। ଉତ୍ତରପ୍ରଦେଶର ଗାଜିଆବାଦରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। Latest | ଭିଡ଼ିଓ

ଗାଜିଆବାଦ: ନିଜ ଜୀବନର ସ୍ମରଣୀୟ ଦିନକୁ ପାଳନ କରିବା ପାଇଁ ଲୋକେ ବାହାରକୁ ଯାଇଥାନ୍ତି। କିଏ ବୁଲିବାକୁ ତ କିଏ ଖାଇବାକୁ ବାହାରକୁ ଯାଇଥାଏ। ହେଲେ ଯଦି ଆପଣଙ୍କୁ ସୁସ୍ବାଦୁ ଖାଦ୍ୟ ବଦଳରେ ଛେପ ଲଗା ରୁଟି ମିଳେ, ତେବେ ଆପଣ କ’ଣ କରିବେ? କିଭଳି ପ୍ରତିକ୍ରିୟା ଦେବେ? ଉତ୍ତରପ୍ରଦେଶର ଗାଜିଆବାଦରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ରୋଷେୟା ଛେପ ଲଗାଇ ରୁଟି ସେକୁ ଥିବା ଦେଖିବାକୁ ମିଳିଛି। ଏଭଳି ମନକୁ ବିଚଳିତ କରିବା ଭଳି ଭିଡିଓ ଭାଇରାଲ ହେବା ପରେ ଖାଦ୍ୟ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।

ଆହୁରି ଦେଖନ୍ତୁ:

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe