Advertisment

ଶରୀର ଜଳିଯାଏ ହେଲେ ଜଳେନି ପାଦ, ମୃତ୍ୟୁ ପରେ ବି ସାଥ୍ ଛାଡ଼େନି ଲୁଣ

Advertisment

ଶରୀର ଜଳିଯାଏ ହେଲେ ଜଳେନି ପାଦ। ମୃତ୍ୟୁ ପରେ ବି ସାଥ୍ ଛାଡ଼େନି ଲୁଣ। ଲୁଣ ଏକ ଏଭଳି ଜିନିଷ, ଯାହା ବିନା ଖାଦ୍ୟ ଫିକା ଲାଗେ। ‌ପ୍ରତ୍ୟେକ ଖାଦ୍ୟରେ ଲୁଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରେ।

ଶରୀର ଜଳିଯାଏ ହେଲେ ଜଳେନି ପାଦ। ମୃତ୍ୟୁ ପରେ ବି ସାଥ୍ ଛାଡ଼େନି ଲୁଣ। ଲୁଣ ଏକ ଏଭଳି ଜିନିଷ, ଯାହା ବିନା ଖାଦ୍ୟ ଫିକା ଲାଗେ। ‌ପ୍ରତ୍ୟେକ ଖାଦ୍ୟରେ ଲୁଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରେ।

ନୂଆଦିଲ୍ଲୀ: ଶରୀର ଜଳିଯାଏ ହେଲେ ଜଳେନି ପାଦ। ମୃତ୍ୟୁ ପରେ ବି ସାଥ୍ ଛାଡ଼େନି ଲୁଣ। ଲୁଣ ଏକ ଏଭଳି ଜିନିଷ, ଯାହା ବିନା ଖାଦ୍ୟ ଫିକା ଲାଗେ। ‌ପ୍ରତ୍ୟେକ ଖାଦ୍ୟରେ ଲୁଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରେ। ଅନ୍ୟ ଉପାଦାନ କିମ୍ବା ମସଲା କମ୍ ଥିଲେ ମଧ୍ୟ ଏହା ସବୁ ଫିକା ଲାଗୁଥିବା ଖାଦ୍ୟର ସ୍ୱାଦକୁ ବୃଦ୍ଧି କରିଥାଏ। କିନ୍ତୁ ଆପଣ କେବେ ଭାବିଛନ୍ତି କି ଲୁଣ ଉତ୍ପାଦନ କରୁଥିବା ଲୋକମାନେ କିଭଳି ଜୀବନ ବିତାନ୍ତି? ଏହି ଶ୍ରମିକମାନେ ଅତ୍ୟନ୍ତ କଷ୍ଟକର ପରିସ୍ଥିତିରେ ପରିଶ୍ରମ କରି ଲୁଣ ଉତ୍ପାଦନ କରନ୍ତି। ସବୁଠୁ ବଡ଼ କଥା ହେଲା ମୃତ୍ୟୁ ପରେ ବି ସେମାନଙ୍କ ସାଥ୍ ଛାଡ଼ିନଥାଏ ଲୁଣ। ସାରା ଜୀବନ ଲୁଣ ତିଆରି କରିବା ପରେ ଯେତେବେଳେ ଶେଷ ସମୟ ଆସେ ସେତେବେଳେ ଶ୍ରମିକମାନଙ୍କ ଶରୀର ପୋଡ଼ିଯାଏ ସତ ହେଲେ ପାଦ ପୋଡେ ନାହିଁ। ଗୁଜରାଟରେ ଲୁଣ ତିଆରି କରୁଥିବା ଶ୍ରମିକମାନେ ଏଭଳି ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe