Health Insurance: ବାରମ୍ବାର ଆପଣଙ୍କ ସ୍ବାସ୍ଥ୍ୟବୀମା ରିଜେକ୍ଟ ହେଉଛି କି? ଭିଡିଓ ଦେଖି ଜାଣନ୍ତୁ ଏହାର କାରଣ

Advertisment

ବାରମ୍ବାର ଆପଣଙ୍କ ସ୍ବାସ୍ଥ୍ୟବୀମା ରିଜେକ୍ଟ ହେଉଛି କି? ଏହା କାହିଁକି ହେଉଛି ତାହାର କାରଣ ଜାଣିବା ବି ନିହାତି ଦରକାର। ଆସନ୍ତୁ ଜାଣିବା ଏହାର କାରଣ, ଅର୍ଥନୀତିଜ୍ଞ ଡ. ପ୍ରଦୀପ କୁମାର ପଣ୍ଡାଙ୍କ ଠାରୁ।

ବାରମ୍ବାର ଆପଣଙ୍କ ସ୍ବାସ୍ଥ୍ୟବୀମା ରିଜେକ୍ଟ ହେଉଛି କି? ଏହା କାହିଁକି ହେଉଛି ତାହାର କାରଣ ଜାଣିବା ବି ନିହାତି ଦରକାର। ଆସନ୍ତୁ ଜାଣିବା ଏହାର କାରଣ, ଅର୍ଥନୀତିଜ୍ଞ ଡ. ପ୍ରଦୀପ କୁମାର ପଣ୍ଡାଙ୍କ ଠାରୁ।

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଲୋକମାନେ ନିଜ ସ୍ବାସ୍ଥ୍ୟକୁ ନେଇ ବେଶ୍‌ ସଚେତନ। ନିଜର ତଥା ପରିବାରର ଭବିଷ୍ୟତ ସ୍ବାସ୍ଥ୍ୟସେବାର ଗୁରୁତ୍ବପୂର୍ଣ୍ଣ ଆବଶ୍ୟକ ପାଇଁ ସେମାନେ ବିଭିନ୍ନ ପ୍ରକାରର ସ୍ବାସ୍ଥ୍ୟ ବୀମା ପଲିସି ନେଇଥାନ୍ତି। ହେଲେ ବେଳେବେଳେ ଆମର ସାଧାରଣ ତ୍ରୁଟି ଲାଗି ଏହା ରିଜେକ୍ଟ ବି ହୋଇଯାଏ। ଯେଉଁଥିପାଇଁ ଜରୁରୀ ପରିସ୍ଥିତିରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ।

ତେବେ ବାରମ୍ବାର ଆପଣଙ୍କ ସ୍ବାସ୍ଥ୍ୟବୀମା ରିଜେକ୍ଟ ହେଉଛି କି? ଏହା କାହିଁକି ହେଉଛି ତାହାର କାରଣ ଜାଣିବା ବି ନିହାତି ଦରକାର। ଏହା ଆପଣଙ୍କୁ ଚିକିତ୍ସା ସମୟରେ ଅନାବଶ୍ୟକ ମାନସିକ ଚାପ କିମ୍ବା ଆର୍ଥିକ ବୋଝକୁ ଏଡ଼ାଇବାରେ ସାହାଯ୍ୟ କରିବ। ଆସନ୍ତୁ ଜାଣିବା ଏହାର କାରଣ, ଅର୍ଥନୀତିଜ୍ଞ ଡ. ପ୍ରଦୀପ କୁମାର ପଣ୍ଡାଙ୍କ ଠାରୁ।

ଆହୁରି ଦେଖନ୍ତୁ: Himachal Accident: ବସୁଥିବା ‌ବେଳେ ପଛୁଆ ଗଡ଼ି ଆସି ପାହାଡ଼ ତଳକୁ ଓଲଟି ପଡ଼ିଲା ଟ୍ରାଭେଲର, ଦେଖନ୍ତୁ ସେ ସମୟର ଦୃଶ୍ୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe