Hunter Become Protector: ସେ ଦିନର ଶିକାରୀ ଆଜି ପାଲଟିଛନ୍ତି ରକ୍ଷକ

ସମୟ ବଦଳି ଯାଇଛି। ହାତରୁ ଖସି ପଡ଼ିଛି ଧନୁଶର, ବ୍ଧୁକ ଆଉ ଜାଲ। ଶିକାର କରୁଥିବା ମଣିଷ ଏବେ ପାଲଟିଛି ରକ୍ଷକ। ମଥାରୁ ଲିଭି ଯାଇଛି ପୁରୁଣା କଳଙ୍କ। ପକ୍ଷୀ ଶିକାର ବେଉସା ହଜି ଯାଇଛି....

ସମୟ ବଦଳି ଯାଇଛି। ହାତରୁ ଖସି ପଡ଼ିଛି ଧନୁଶର, ବ୍ଧୁକ ଆଉ ଜାଲ। ଶିକାର କରୁଥିବା ମଣିଷ ଏବେ ପାଲଟିଛି ରକ୍ଷକ। ମଥାରୁ ଲିଭି ଯାଇଛି ପୁରୁଣା କଳଙ୍କ। ପକ୍ଷୀ ଶିକାର ବେଉସା  ହଜି ଯାଇଛି। ‌ତା ବଦଳରେ ଲୋକେ ଆପଣେଇଛନ୍ତି ପର୍ଯ୍ୟଟନ ଶିଳ୍ପକୁ ନିଜ ରୋଜଗାରର ମାଧ୍ୟମ। ଗାଇଡ୍ ସାଜି ପର୍ଯ୍ୟଟକଙ୍କୁ ପକ୍ଷୀଙ୍କ ବିଷୟରେ ନିଖୁଣ ଭାବେ କହୁଛନ୍ତି।

ଆହୁରି ଦେଖନ୍ତୁ:Devotion And Faith: ତୋ କରୁଣା ବାରି ବରଷି ଦେ: କାଳିଆ ଠାକୁରଙ୍କ ଆଗରେ କାନି ପାତି ପୁଅର ଜୀବନ ଭିକ୍ଷା କଲେ ମା’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe