Boyfriend Kills Girlfriend: ନୃଶଂସ ପାଲଟିଲା ପ୍ରେମିକ, ଶରୀରର ଭୋକ ନମେଣ୍ଟିବାରୁ କରିଦେଲା ହତ୍ୟା

Advertisment

ନୃଶଂସ ପାଲଟିଲା ପ୍ରେମିକ। ଶରୀରର ଭୋକ ନମେଣ୍ଟିବାରୁ କରିଦେଲା ହତ୍ୟା। ଦୁଷ୍କର୍ମ କରି ଚିରିଲା ଛାତିଏହି ଛାତିଥରା ଘଟଣାଟି ଘଟିଛି ଇନ୍ଦୋରରେ। ନୂଆ ନୂଆ ପ୍ରେମ ହେବା ପରେ ପ୍ରେମିକକୁ ନେଇ କେତେ ସ୍ବପ୍ନ ଦେଖିଥିଲେ ଯୁବତୀ।

ନୃଶଂସ ପାଲଟିଲା ପ୍ରେମିକ। ଶରୀରର ଭୋକ ନମେଣ୍ଟିବାରୁ କରିଦେଲା ହତ୍ୟା। ଦୁଷ୍କର୍ମ କରି ଚିରିଲା ଛାତିଏହି ଛାତିଥରା ଘଟଣାଟି ଘଟିଛି ଇନ୍ଦୋରରେ। ନୂଆ ନୂଆ ପ୍ରେମ ହେବା ପରେ ପ୍ରେମିକକୁ ନେଇ କେତେ ସ୍ବପ୍ନ ଦେଖିଥିଲେ ଯୁବତୀ।

ଇନ୍ଦୋର: ନୃଶଂସ ପାଲଟିଲା ପ୍ରେମିକ। ଶରୀରର ଭୋକ ନମେଣ୍ଟିବାରୁ କରିଦେଲା ହତ୍ୟା। ଦୁଷ୍କର୍ମ କରି ଚିରିଲା ଛାତିଏହି ଛାତିଥରା ଘଟଣାଟି ଘଟିଛି ଇନ୍ଦୋରରେ। ନୂଆ ନୂଆ ପ୍ରେମ ହେବା ପରେ ପ୍ରେମିକକୁ ନେଇ କେତେ ସ୍ବପ୍ନ ଦେଖିଥିଲେ ଯୁବତୀ। ପାଠପଢ଼ି ଚାକିରି କରିବେ ଆଉ ବିବାହ କରି ସୁଖର ସଂସାର ଗଢ଼ିବେ। ଏମିତି ଅନେକ କିଛି ସ୍ବପ୍ନ ଥିଲା ମୃତ ଯୁବତୀଙ୍କର। ହେଲେ ଯାହାକୁ ସେ ନିଜ ମନର ମଣିଷ ବୋଲି ଭାବୁଥିଲେ, ସେ ଯେ କେତେ ବଡ଼ ରାକ୍ଷସ, ତାହା ତାଙ୍କୁ ଜଣାନଥିଲା। ହୃଦୟ ଦେଇ ଭଲ ପାଉଥିଲେ ମୃତକ। ହେଲେ ଶରୀରର ଭୋକ ମେଣ୍ଟାଇବାକୁ ଚାହୁଁଥିଲା ପ୍ରେମିକ। ଇଚ୍ଛା ମୁତାବକ ଜିନିଷ ନମିଳିବାରୁ ବଳପୂର୍ବକ ନେବାକୁ ଚାହିଁଲା ଆଉ ବନିଗଲା ପ୍ରେମିକାର ହତ୍ୟାକାରୀ। ଆଜି ସାରା ଦେଶ ପିୟୁଷ ଧମ୍ନୋତିଆ ନାମକୁ ଘୃଣା କରୁଥିଲେ ଅଭିଯୁକ୍ତର ନା ଅଛି ପ୍ରେମିକାକୁ ହରାଇବାର ପଶ୍ଚାତାପ ନା ଅଛି ବାପାମା’ କୋଳରୁ ତାଙ୍କ ଅଲିଅଳି ଝିଅକୁ ଛଡ଼ାଇ ନେବାର ପଶ୍ଚ‌ାତାପ। ଏଣେ ଝିଅକୁ ହରାଇ ଛାତିପିଟି କାନ୍ଦୁଛନ୍ତି ପରିବାର।

ଆହୁରି ଦେଖନ୍ତୁ:

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe