Intoxicated Woman In Delhi: ମଦ ପିଇ ମାତାଲ ହେଲେ ଯୁବତୀ, ଝୁମେଇ ଦେଲା ନାଲି ପାଣି ନିଶା

Advertisment

ମଦ ପିଇ ମାତାଲ ହେଲେ ଯୁବତୀ। ଝୁମେଇ ଦେଲା ନାଲି ପାଣି ନିଶା। ଅଧା ବାଟାରେ ବାଇକ୍‌ରୁ ଖସିଗଲେ ଯୁବତୀ। ଦିଲ୍ଲୀ‌ରେ ଘଟିଛି ଏଭଳି ମନକୁ ଆନ୍ଦୋଳିତ କଲା ଭଳି ଘଟଣା, ଯାହାର ଭିଡିଓ ଏବେ ହଇଚଇ ସୃଷ୍ଟି କରିଛି।

ମଦ ପିଇ ମାତାଲ ହେଲେ ଯୁବତୀ। ଝୁମେଇ ଦେଲା ନାଲି ପାଣି ନିଶା। ଅଧା ବାଟାରେ ବାଇକ୍‌ରୁ ଖସିଗଲେ ଯୁବତୀ। ଦିଲ୍ଲୀ‌ରେ ଘଟିଛି ଏଭଳି ମନକୁ ଆନ୍ଦୋଳିତ କଲା ଭଳି ଘଟଣା, ଯାହାର ଭିଡିଓ ଏବେ ହଇଚଇ ସୃଷ୍ଟି କରିଛି।

ନୂଆଦିଲ୍ଲୀ: ମଦ ପିଇ ମାତାଲ ହେଲେ ଯୁବତୀ...ଝୁମେଇ ଦେଲା ନାଲି ପାଣି ନିଶା। ପିଇବା ପରେ ଭୁଲି ଗଲେ ଦିନ ହୋଇଛି ନା ରାତି। ଘରକୁ କ’ଣ ଯିବେ...ରାସ୍ତାରେ ହେଲେ ଅଚେତ୍। ଏପଟେ ଏଭଳି ମାତାଲ ଯୁବତୀଙ୍କୁ ବସାଇଥିବାରୁ ଅଧା ବାଟରେ ମୁଣ୍ଡ ପିଟିଲେ ରାପିଡୋ ଚାଳକ। ନା ଛାଡ଼ି ପାରୁଥିଲେ...ନା ଧରିପାରୁଥିଲେ। ଅଧାରେ ଫସିଯାଇଥିଲେ ଚାଳକ। ଦିଲ୍ଲୀର ଘଟିଛି ଏଭଳି ମନକୁ ଆନ୍ଦୋଳିତ କଲା ଭଳି ଘଟଣା, ଯାହାର ଭିଡିଓ ଏବେ ହଇଚଇ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: Humayun Kabir Challenge Mamata Banerjee: ୨୦୨୬ରେ ନୂତନ ଦଳ ଗଢ଼ି ମୁସ୍‌ଲିମ୍ ଭୋଟ୍ ବ୍ୟାଙ୍କ ଛଡ଼ାଇ ନେବି: ହୁମାୟୁନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe