Avatar Fire and Ash: ନୂଆ ଅନ୍ଦାଜରେ ନୂଆ କାହାଣୀ 'ଅବତାର'ର ପାର୍ଟ ୩; ଏଥର ନିଆଁରେ ଲଢ଼େଇ..

Advertisment

ପୁଣି ଫେରିଛି 'ଅବତାର'...ଦର୍ଶକଙ୍କୁ କରିଛି ବେହାଲ । ପାର୍ଟ ୧ରେ ଜଙ୍ଗଲରେ ହୋଇଥିଲା ସଂଗ୍ରାମ । ପାର୍ଟ ୨ରେ ପାଣିରେ... ଶତା, ସ୍ୱାଭିମାନ ଓ ପରିବାର ପାଇଁ ଲଢ଼େଇ.. ଏଥର କିନ୍ତୁ ନିଆଁରେ ଲଢ଼େଇ।

Updated On

ପୁଣି ଫେରିଛି 'ଅବତାର'...ଦର୍ଶକଙ୍କୁ କରିଛି ବେହାଲ । ପାର୍ଟ ୧ରେ ଜଙ୍ଗଲରେ ହୋଇଥିଲା ସଂଗ୍ରାମ । ପାର୍ଟ ୨ରେ ପାଣିରେ... ଶତା, ସ୍ୱାଭିମାନ ଓ ପରିବାର ପାଇଁ ଲଢ଼େଇ.. ଏଥର କିନ୍ତୁ ନିଆଁରେ ଲଢ଼େଇ।

ଅଦ୍ୟତନ ହୋଇଛି

ମୁମ୍ବାଇ: ନୂଆ ଅନ୍ଦାଜରେ ନୂଆ କାହାଣୀ 'ଅବତାର'ର ପାର୍ଟ ୩। ସିନେପ୍ରେମୀ ଦେଖିବେ ପାଣ୍ଡୋରାର ଏକ ସୁନ୍ଦର ଦୁନିଆ। ପୁଣିଥରେ ପାଣ୍ଡୋରାରେ ହେଉଛି ଧମାକା । ଏହାର ପାର୍ଟ ୩ ହେଉଛି 'ଅବତାର ଫାୟାର ଆଣ୍ଡ ଆଶ୍'.. ଯାହାକି ପରଦାରେ ଧମାଲ କରୁଛି। ସବୁବେଳେ ଚର୍ଚ୍ଚାରେ ରହିଛି ନିର୍ଦ୍ଦେଶକ ଜେମ୍ସ କାମେରୁନଙ୍କ 'ଅବତାର' ଦୁନିଆ। ଏହାର ଦୁଇଟି ପାର୍ଟ ରିଲିଜ୍ ହୋଇସାରିଥିଲା। ଏବେ ତୃତୀୟ ପାର୍ଟକୁ ନେଇ ବେଶ ଉତ୍ସାହ ଅଛନ୍ତି ଦର୍ଶକ। ତେବେ ଆସନ୍ତୁ ନଜର ପକାଇବା ପାର୍ଟ ୩ରେ କ'ଣ ରହିଛି ଏବଂ ଦର୍ଶକ କେତେ ମାତ୍ରାରେ ପସନ୍ଦ କରୁଛନ୍ତି। 

ଆହୁରି ପଢ଼ନ୍ତୁ: Heartwarming video: ମୋର ଝିଅ ହୋଇଛି... ମୋର ଝିଅ ହୋଇଛି କହି ହସ୍ପିଟାଲରେ ଖୁସିରେ ଝୁମିଗଲେ ବାପା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe