ନୂଆଦିଲ୍ଲୀ: ଲିପ୍ଟରୁ ବାହାରିବା ବେଳେ ଚାପି ହୋଇଗଲେ ବ୍ୟକ୍ତି। ବାହାରକୁ ପାଦ କାଢ଼ୁ କାଢ଼ୁ ଉପରକୁ ଉଠିଗଲା ଲିପ୍ଟ। ଭାଇରାଲ ହେଲା ଛାତିଥରା ଭିଡିଓ। କେତେବେଳେ ଦୁର୍ଘଟଣା ଘଟିବ ତାହା କହିହେବ ନାହିଁ। ସୋସିଆଲ ମିଡିଆରେ ନିୟମିତ ଭାବରେ ଏଭଳି ଅନେକ ଭାଇରାଲ ଭିଡିଓ ଦେଖିବାକୁ ମିଳିଥାଏ, ଯେଉଁଥିରେ ଆଶ୍ଚର୍ଯ୍ୟଜନକ ଦୁର୍ଘଟଣାର ଭୟଙ୍କର ପରିଣାମ ଆମେ ଦେଖୁ। ଏବେ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହା ଲୋକଙ୍କ ଛାତି ଥରାଇ ଦେବ ନିଶ୍ଚୟ। ଲିଫ୍ଟରେ ଜଣେ ବ୍ୟକ୍ତିଙ୍କ ସହ ହଠାତ୍ ଘଟିଥିବା ଦୁର୍ଘଟଣା ଲୋକମାନଙ୍କୁ ଭୟଭୀତ କରିଛି। ଭିଡିଓ ଦେଖିବା ପରେ ଲିପ୍ଟରେ ଚଢ଼ିବାକୁ ଡର ଲାଗୁଥିବା କହୁଛନ୍ତି ଲୋକେ।
Lift Mishap: ଲିପ୍ଟରୁ ବାହାରିବା ବେଳେ ଚାପି ହୋଇଗଲେ ବ୍ୟକ୍ତି, ବାହାରକୁ ପାଦ କାଢ଼ୁ କାଢ଼ୁ ଉପରକୁ ଉଠିଗଲା ଲିପ୍ଟ
Advertisment
Follow Us