ନୂଆଦିଲ୍ଲୀ: ଜଣେ ନାରୀର ସୌନ୍ଦର୍ଯ୍ୟ ବଢ଼ାଏ ତା’ର ଘନକଳା କେଶ। ଆଉ ଆକର୍ଷଣୀୟ କେଶସଜ୍ଜା ଦିଏ ନାରୀକୁ ଅପରୂପ ସୌନ୍ଦର୍ଯ୍ୟ। ହେଲେ ମହିମା ଘାଇ ଜୀବନର ସବୁଠୁ ସ୍ମରଣୀୟ ମୁହୂର୍ତ୍ତରେ କାହିଁକି ଲଣ୍ଡା ହେବାକୁ ଚିନ୍ତା କଲେ? ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ। ତାଙ୍କ ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରତ୍ୟେକ ଲୋକ ତାଙ୍କ ବିବାହ ଫଟୋ ଦେଖି ଅଟକି ଯାଉଛନ୍ତି। ସମସ୍ତଙ୍କ ମନରେ ସେଇ ଗୋଟାଏ ପ୍ରଶ୍ନ, ମହିମା କାହିଁକି ଲଣ୍ଡା ହେଲେ? ତାଙ୍କୁ କ’ଣ ଲମ୍ବା କେଶ ପସନ୍ଦ ନଥିଲା? ସେ କ’ଣ ଘନ କେଶ ରଖିବାକୁ ଚାହୁନଥିଲେ? ସୋସିଆଲ ମିଡିଆରେ ଚର୍ଚ୍ଚିତ ହେବାକୁ ସେ ଏଭଳି କରିଛନ୍ତି କି? ଏଭଳି ହଜାର ପ୍ରଶ୍ନ ଲୋକଙ୍କ ମନକୁ ଆସିଛି। ହେଲେ ଲଣ୍ଡା ହେବା ପଛର କାରଣ ଜାଣିବା ପରେ ସମସ୍ତେ ଭାବବିହ୍ବଳ ହୋଇଛନ୍ତି।
ଆହୁରି ପଢ଼ନ୍ତୁ: Husband Tried to Kill wife: ୩୫ ଲକ୍ଷ ଟଙ୍କାର ଋଣରୁ ମୁକ୍ତି ପାଇଁ ପତ୍ନୀଙ୍କୁ ଫିନାଇଲ ପିଆଇଲେ ସ୍ୱାମୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)