ସେ ପୁଅ ହେଉ କି ଝିଅ, ଉଭୟଙ୍କ ଜନ୍ମ ଏକ ଉତ୍ସବ। କିନ୍ତୁ ଏ ସମାଜରେ ଏମିତି କିଛି ପରିବାର ଅଛନ୍ତି ଯେଉଁମାନେ ଝିଅ ଜନ୍ମ ହେଲେ ନିରାଶ ହୋଇଯାଇଥାଆନ୍ତି। କିଛିଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ କିଛି ଓଲଟା ଘଟଣା ଦେଖିବାକୁ ମିଳୁଛି। ଭିଡିଓରେ ଜଣେ ବାପା ଝିଅ ଜନ୍ମ ହୋଇଥିବା ଶୁଣିବା ପରେ ଖୁସିରେ ଝୁମି ଯାଇଥିଲେ। 

Advertisment

ଅଧିକପଢ଼ନ୍ତୁ:ମା’ ସହିତ ଦୁଇ ପୁଅଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼: କୋଇଲା ଧୂଆଁରୁ ମୃତ୍ୟୁ ସନ୍ଦେହ!,ଅନୁଗୁଳ ଥାନାରେ ୩ ମାମଲା ରୁଜୁ