"ଦେଖ୍ ଲୁଲୁ...ତୋ ଗୋଡ଼ ତଳେ ପଡ଼ୁଛିରେ...ଶେଷ ଅବସ୍ଥାରେ ମୋତେ ତୋ ଗୋଡ଼ ତଳେ ପକେଇଦେଲୁ। ହେ ସିଲୁ...ତୋ ଗୋଡ଼ ତଳେ ବି ପଡ଼ୁଛି...ମୋତେ ମୋ ଟଙ୍କା ଫେରାଇ ଦିଅରେ। ଆଉ କେତେ କାକୁତି ମିନତି ହେବି। ୯ଲକ୍ଷ ଟଙ୍କା ଜବାବ ହେଇଥିଲାରେ...ମୋ ଭଉଣୀକୁ ୯ଲକ୍ଷ ଟଙ୍କା ଦେଇଦେବ...ତୁମମାନଙ୍କ ଗୋଡ଼ ତଳେ ପଡ଼ୁଛି।"ଜୀବନ ହାରିବା ପୂର୍ବରୁ ଏହା ଥିଲା ବିଭୁତିଙ୍କ ଶେଷ ଭିଡିଓ।
ଆହୁରି ପଢ଼ନ୍ତୁ: Truck Accident: ୧୦୦୦ଫୁଟ୍ ଗଭୀରକୁ ଟ୍ରକ୍ ଖସି ୧୮ଜଣ ଶ୍ରମିକଙ୍କ ମୃତ୍ୟୁ,
Follow Us