Sarthak Mahapatra: ଅଧା ସମୁଦ୍ରରୁ ନିଖୋଜ ହେଲେ ଓଡ଼ିଆ ପୁଅ, ୪ଦିନ ହେଲାଣି ମିଳୁନି ପତ୍ତା

Advertisment

ଗତ ୪ଦିନ ହେଲା ନିଖୋଜ ଅଛନ୍ତି ଓଡ଼ିଆ ପୁଅ ସାର୍ଥକ ମହାପାତ୍ର। ଭଦ୍ରକ ଜିଲ୍ଲାର କେଶପୁର ଅଞ୍ଚଳରେ ତାଙ୍କ ଘର। ଘରର ସୁନା ପୁଅକୁ ଆଜି ଝୁରୁଛି ପରିବାର। ପୁଅ ଫୋନ କରି ମା’ ବୋଲି ଡାକିବ ବୋଲି ଚାତକ ପରି ଚାହିଁ ବସିଛନ୍ତି ସାର୍ଥକଙ୍କ ମା’।

ଗତ ୪ଦିନ ହେଲା ନିଖୋଜ ଅଛନ୍ତି ଓଡ଼ିଆ ପୁଅ ସାର୍ଥକ ମହାପାତ୍ର। ଭଦ୍ରକ ଜିଲ୍ଲାର କେଶପୁର ଅଞ୍ଚଳରେ ତାଙ୍କ ଘର। ଘରର ସୁନା ପୁଅକୁ ଆଜି ଝୁରୁଛି ପରିବାର। ପୁଅ ଫୋନ କରି ମା’ ବୋଲି ଡାକିବ ବୋଲି ଚାତକ ପରି ଚାହିଁ ବସିଛନ୍ତି ସାର୍ଥକଙ୍କ ମା’।

ଭଦ୍ରକ: ଗତ ୪ଦିନ ହେଲା ନିଖୋଜ ଅଛନ୍ତି ଓଡ଼ିଆ ପୁଅ ସାର୍ଥକ ମହାପାତ୍ର। ଭଦ୍ରକ ଜିଲ୍ଲାର କେଶପୁର ଅଞ୍ଚଳରେ ତାଙ୍କ ଘର। ଘରର ସୁନା ପୁଅକୁ ଆଜି ଝୁରୁଛି ପରିବାର। ପୁଅ ଫୋନ କରି ମା’ ବୋଲି ଡାକିବ ବୋଲି ଚାତକ ପରି ଚାହିଁ ବସିଛନ୍ତି ସାର୍ଥକଙ୍କ ମା’। ହେଲେ ନା ତାଙ୍କର ଫୋନ ଆସୁଛି, ନା ତାଙ୍କର କୌଣସି ଖୋଜ ଖବର ମିଳୁଛି। ମନରେ କେବଳ ଗୋଟାଏ ପ୍ରଶ୍ନ... ସମୁଦ୍ର ମଝିରୁ ପୁଅ ଗଲା କୁଆଡ଼େ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe