Viral Video: ତଳେ ପଡ଼ିଥିବା ଟଙ୍କା ମୋର ବୋଲି କହିଲେ, ପାକିସ୍ତାନ ଦେବାଳିଆ ବୋଲି ପ୍ରମାଣ କରିଦେଲେ ୧୨ଜଣ ସାଂସଦ

Advertisment

ପୁଣି ଅସଲ ରୂପ ଦେଖାଇଲା ପାକିସ୍ତାନ। ଦେବାଳିଆ ବୋଲି ପ୍ରମାଣ କଲା ଶତ୍ରୁ ଦେଶ। ସାଧାରଣ ଲୋକଙ୍କ କଥା ତ ଛାଡ଼, ପାକିସ୍ତାନରେ ଟଙ୍କା ପାଇଁ ଟଣାଓଟରା ହେଉଛନ୍ତି ସାଂସଦ, ଯାହାର ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି।

ପୁଣି ଅସଲ ରୂପ ଦେଖାଇଲା ପାକିସ୍ତାନ। ଦେବାଳିଆ ବୋଲି ପ୍ରମାଣ କଲା ଶତ୍ରୁ ଦେଶ। ସାଧାରଣ ଲୋକଙ୍କ କଥା ତ ଛାଡ଼, ପାକିସ୍ତାନରେ ଟଙ୍କା ପାଇଁ ଟଣାଓଟରା ହେଉଛନ୍ତି ସାଂସଦ, ଯାହାର ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି।

ଇସଲାମାବାଦ: ପୁଣି ଅସଲ ରୂପ ଦେଖାଇଲା ପାକିସ୍ତାନ। ଦେବାଳିଆ ବୋଲି ପ୍ରମାଣ କଲା ଶତ୍ରୁ ଦେଶ। ସାଧାରଣ ଲୋକଙ୍କ କଥା ତ ଛାଡ଼, ପାକିସ୍ତାନରେ ଟଙ୍କା ପାଇଁ ଟଣାଓଟରା ହେଉଛନ୍ତି ସାଂସଦ, ଯାହାର ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ତଳେ ପଡ଼ିଥିବା ଟଙ୍କା କାହାର ବୋଲି ପଚରାଯିବାରୁ ଏକାସାଙ୍ଗରେ ୧୨ଜଣ ସାଂସଦ ହାତ ଟେକିଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଭାଇରାଲ ହେବା ପରେ ପାକିସ୍ତାନର ଆର୍ଥିକ ସ୍ଥିତିକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। 

ଆହୁରି ପଢ଼ନ୍ତୁ: Bondi Beach Terror Attack: ନିଜ କଥା ନଭାବି ଆତଙ୍କବାଦୀଙ୍କୁ ରାଇଫଲ ସହ ଜାବୁଡ଼ି ଧରିଲେ ଅହମଦ, ବଞ୍ଚିଗଲା ଶହ ଶହ ଜୀବନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe