Murder:ଅବସରପ୍ରାପ୍ତ ପ୍ରାପ୍ତ ଏଲଏଚବିଙ୍କୁ ହତ୍ୟା , ସ୍କୁଟି ନେଇ ଫେରାର

Advertisment

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଗଡ଼ିଆଜୋର ଗାଁରେ ଅବସରପ୍ରାପ୍ତ  ଏଲଏଚବି ସୁଚିତ୍ରା ଖୁଣ୍ଟିଆଙ୍କୁ ହତ୍ୟା କରାଯାଇଛି। ଘରେ ଏକୁଟିଆ ଥିବା ସମୟରେ ଗତକାଲି ବିଳମ୍ୱିତ ରାତ୍ରିରେ ପଶି ଲୁଟ୍‌ପାଟ କରିବା ସହ ଦୁର୍ବୃତ୍ତମାନେ ହତ୍ୟା କରି ଘରେ ଥିବା ସ୍କୁଟିକୁ ନେଇ ଫେରାର ହୋଇ ଥିବା ଅନୁମାନ କରାଯାଉଛି...

ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଗଡ଼ିଆଜୋର ଗାଁରେ ଅବସରପ୍ରାପ୍ତ  ଏଲଏଚବି ସୁଚିତ୍ରା ଖୁଣ୍ଟିଆଙ୍କୁ ହତ୍ୟା କରାଯାଇଛି। ଘରେ ଏକୁଟିଆ ଥିବା ସମୟରେ ଗତକାଲି ବିଳମ୍ୱିତ ରାତ୍ରିରେ ପଶି ଲୁଟ୍‌ପାଟ କରିବା ସହ ଦୁର୍ବୃତ୍ତମାନେ ହତ୍ୟା କରି ଘରେ ଥିବା ସ୍କୁଟିକୁ ନେଇ ଫେରାର ହୋଇ ଥିବା ଅନୁମାନ କରାଯାଉଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଘଟଣା ସ୍ଥଳରେ ଧର୍ମଗଡ ଥାନା ପୁଲିସ,  ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି  ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe