ରାଞ୍ଚି: ଜଣଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ୬ଜୀବନ। ଆଖି ବୁଜିଲେ ଗୋଟାଏ ପରିବାରର ୩ସଦସ୍ୟ। ଜଳିପୋଡ଼ି ପାଉଁଶ ହେଲା ୭ଜୀବନ। ୮ଲକ୍ଷ ଋଣ କରି ସଞ୍ଜୟଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ପରିବାର। ହେଲେ କାହାକୁ ଜଣାନଥିଲା ଆଗକୁ କ’ଣ ହେବ। ୮ଲକ୍ଷ ଦେଇ ସେମାନେ ଯେଉଁ ବିମାନ ବୁକ୍ କରିଛନ୍ତି, ତାହା ଯେ ମୃତ୍ୟୁର ଦୂତ ସାଜିବ କେହି ଭାବିନଥିଲେ। ଝାଡ଼ଖଣ୍ଡର ଚତ୍ରା ଜିଲ୍ଲାରେ ସୋମବାର ସନ୍ଧ୍ୟାରେ ଏକ ଚାର୍ଟର୍ଡ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରାଞ୍ଚିରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଘରୋଇ ଏୟାର ଆମ୍ବୁଲାନ୍ସ ସିମରିଆ ନିକଟସ୍ଥ କାସିୟାତୁ ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ରାଞ୍ଚିରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିବାର ୨୭ ମିନିଟ୍ ପରେ ଦୁର୍ଘଟଣାର ଶିକାର ହୋଇଥିଲା ବିମାନ। ଭିତରେ ୭ ଜଣ ଥିବା ବେଳେ ସମସ୍ତଙ୍କର ମୃତ୍ୟୁ ହୋଇଛି।
Air Ambulance Crash: ଜଣଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ୬ଜୀବନ, ଆଖି ବୁଜିଲେ ଗୋଟାଏ ପରିବାରର ୩ସଦସ୍ୟ
Advertisment
ଜଣଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ୬ଜୀବନ। ଆଖି ବୁଜିଲେ ଗୋଟାଏ ପରିବାରର ୩ସଦସ୍ୟ। ଜଳିପୋଡ଼ି ପାଉଁଶ ହେଲା ୭ଜୀବନ। ୮ଲକ୍ଷ ଋଣ କରି ସଞ୍ଜୟଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ପରିବାର। ହେଲେ କାହାକୁ ଜଣାନଥିଲା ଆଗକୁ କ’ଣ ହେବ।
Updated On
ଜଣଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ୬ଜୀବନ। ଆଖି ବୁଜିଲେ ଗୋଟାଏ ପରିବାରର ୩ସଦସ୍ୟ। ଜଳିପୋଡ଼ି ପାଉଁଶ ହେଲା ୭ଜୀବନ। ୮ଲକ୍ଷ ଋଣ କରି ସଞ୍ଜୟଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ପରିବାର। ହେଲେ କାହାକୁ ଜଣାନଥିଲା ଆଗକୁ କ’ଣ ହେବ।
ଅଦ୍ୟତନ ହୋଇଛି
Follow Us