Smriti-Jemimah Friendship: ଜେନ୍-ଜିଙ୍କ ପାଇଁ ଉଦାହରଣ ପାଲଟିଲେ, ସ୍ମୃତିଙ୍କ ପାଇଁ ମ୍ୟାଚ୍ ଖେଳିବାକୁ ଗଲେ ନାହିଁ ଜେମିମା

ସ୍ମୃତି ମନ୍ଧାନାଙ୍କ ପାଇଁ ମ୍ୟାଚ୍ ଖେଳିବାକୁ ଗଲେ ନାହିଁ ଜେମିମା ରୋଡ୍ରିଗ୍ସ। ଆଗକୁ ଅନେକ ମ୍ୟାଚ୍ ଖେଳିପାରିବି...କିନ୍ତୁ ସାଙ୍ଗକୁ ଏ ଅବସ୍ଥାରେ ଛାଡ଼ି ଯାଇପାରିବିନି ବୋଲି କହି ସେ ଯାଇନଥିବା ଜଣାଯାଇଛି।

ନୂଆଦିଲ୍ଲୀ: ମ୍ୟାଚ୍ ନୁହେଁ... ମୋ ବନ୍ଧୁ ଆଗ। ସ୍ମୃତି ମନ୍ଧାନାଙ୍କ ପାଇଁ ମ୍ୟାଚ୍ ଖେଳିବାକୁ ଗଲେ ନାହିଁ ଜେମିମା ରୋଡ୍ରିଗ୍ସ। ଆଗକୁ ଅନେକ ମ୍ୟାଚ୍ ଖେଳିପାରିବି...କିନ୍ତୁ ସାଙ୍ଗକୁ ଏ ଅବସ୍ଥାରେ ଛାଡ଼ି ଯାଇପାରିବିନି। ଏ ଦୁନିଆ ଆରମ୍ଭ ହେବା ପରଠାରୁ ପ୍ରକୃତ ବନ୍ଧୁତାର ଅନେକ ଉଦାହରଣ ଆମେ ଦେଖିଛେ। ଏବେ ସ୍ମୃତି-ଜେମିମାଙ୍କ ବନ୍ଧୁତା ଜେନ୍-ଜିଙ୍କ ପାଇଁ ଉଦାହରଣ ପାଲଟିଛି। ସେ ଚାହିଁଥିଲେ ସ୍ମୃତିଙ୍କୁ ଛାଡ଼ି ମ୍ୟାଚ୍ ଖେଳିବାକୁ ଯାଇପାରିଥାନ୍ତେ...କିନ୍ତୁ ସେ ତାଙ୍କ ପାଖରେ ରହିବାକୁ ନିଷ୍ପତ୍ତି ନେଇଥିଲେ।

ଆହୁରି ପଢ଼ନ୍ତୁ: Samantha Got Married : ଛାଡ଼ପତ୍ର ପରେ ପୁଣି ଜୀବନସାଥୀ ଖୋଜି ପାଇଲେ ସମାନ୍ଥା, ନିର୍ଦ୍ଦେଶକଙ୍କୁ କଲେ ବିବାହ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe