ପ୍ରଭୁ ଶ୍ରୀରାମଙ୍କୁ ପସନ୍ଦ କରୁନଥିବା ଲେଖି ବିବାଦରେ ରାଜାମୌଲି, ଦେଖନ୍ତୁ ଭିଡିଓ

Advertisment

ମୁଁ ପ୍ରଭୁ ଶ୍ରୀରାମଙ୍କୁ ପସନ୍ଦ କରେ ନାହିଁ। ଏଭଳି ଲେଖି ବିବାଦରେ ଲୋକପ୍ରିୟ ନିର୍ଦ୍ଦେଶକ। ଭାଇରାଲ ହେଲା ଏସ୍ ଏସ୍ ରାଜାମୌଲିଙ୍କ ପୁରୁଣା କମେଣ୍ଟ। ଭାରତୀୟ ସିନେମାକୁ ବିଶ୍ବ ସ୍ତରରେ ପହଞ୍ଚାଇଥିବା ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲି ଏବେ ପୁଣି ବିବାଦୀୟ ହୋଇପଡ଼ିଛନ୍ତି।

ନୂଆଦିଲ୍ଲୀ: ମୁଁ ପ୍ରଭୁ ଶ୍ରୀରାମଙ୍କୁ ପସନ୍ଦ କରେ ନାହିଁ। ଏଭଳି ଲେଖି ବିବାଦରେ ଲୋକପ୍ରିୟ ନିର୍ଦ୍ଦେଶକ। ଭାଇରାଲ ହେଲା ଏସ୍ ଏସ୍ ରାଜାମୌଲିଙ୍କ ପୁରୁଣା କମେଣ୍ଟ। ଭାରତୀୟ ସିନେମାକୁ ବିଶ୍ବ ସ୍ତରରେ ପହଞ୍ଚାଇଥିବା ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲି ଏବେ ପୁଣି ବିବାଦୀୟ ହୋଇପଡ଼ିଛନ୍ତି। ପ୍ରଭୁ ଶ୍ରୀରାମଙ୍କୁ ନେଇ ସେ ‌ଲେଖିଥିବା କମେଣ୍ଟ ଏବେ ଭାଇରାଲ ହେବା‌‌ରେ ଲାଗିଛି। ୨୦୧୧ ସେ ନିଜ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇବାକୁ ଯାଇ କିଛି ଏଭଳି ଲେଖିଥିଲେ, ଯାହା ତାଙ୍କୁ ଏବେ ବିବାଦୀୟ କରିଛି। କିଛି ଦିନ ତଳେ ପ୍ରଭୁ ହନୁମାନଙ୍କୁ ନେଇ କହିଥିବା କଥା ତାଙ୍କୁ ବିବାଦରେ ଛନ୍ଦି ଥିଲା। ଏବେ ସେ ପ୍ରଭୁ ଶ୍ରୀରାମଙ୍କୁ ପସନ୍ଦ କରେ ନାହିଁ ବୋଲି ଲେଖିଥିବା ଜାଣି ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।

ଆହୁରି ଦେଖନ୍ତୁ:

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe