ପୁରୀ: ସ୍ବର୍ଗଦ୍ବାରରେ ଶବ ସତ୍କାର ପାଇଁ ଗହଳି । ପ୍ରତିଦିନ ଶତାଧିକ ଅନ୍ତିମ ସଂସ୍କାର । ଗତ ସୋମବାର ରେକର୍ଡ ଭାଙ୍ଗିଛି ସ୍ବର୍ଗଦ୍ବାରରେ ଶବ ସତ୍କାର । ୨୪ ଘଣ୍ଟାରେ ଆସିଲା ୧୩୬ ଶବ । ଏହା ସ୍ବର୍ଗଦ୍ବାର ଇତିହାସରେ ସର୍ବକାଳୀନ ରେକର୍ଡ । ଗତ ଅଗଷ୍ଟ ମାସରେ ଗୋଟିଏ ଦିନରେ ସର୍ବାଧିକ ୧୨୨ଟି ଶବ ଆସିଥିବା ରେକର୍ଡ ହୋଇଥିଲା ।
ଆହୁରି ପଢ଼ନ୍ତୁ: ପରଲୋକରେ ଓଲିଉଡର ଜଣାଶୁଣା ପ୍ରଯୋଜକ ରବୀନ୍ଦ୍ର ମୋହନ ସାହୁ
Follow Us