ନୂଆଦିଲ୍ଲୀ: ଆଜିକାଲି ଚାକିରି ଖୋଜିବା ଆଉ ପୂର୍ବପରି ସହଜ ହୋଇନାହିଁ। ବିଶେଷକରି ଟେକ୍ନୋଲୋଜି କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଚାକିରି ପାଇବା ଆହୁରି ଚ୍ୟାଲେଞ୍ଜିଂ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏକ ଭାଇରାଲ ଭିଡିଓ ଏହି ବାସ୍ତବତାକୁ ସାମ୍ନାକୁ ଆଣିଛି। ଏଥିରେ ଜଣେ ଆଇଟି ଇଞ୍ଜିନିୟରଙ୍କ କାହାଣୀ ଦର୍ଶାଯାଇଛି ଯିଏ ଦୁଇ ମାସ ଋଣରେ କିଣିଥିବା ଘରେ ବେକାର ବସିପା ପରେ ନିଜ ଖର୍ଚ୍ଚ ପୂରଣ କରିବାକୁ ସଂଘର୍ଷ କରୁଛନ୍ତି। ଦିନେ ଏସି ଲାଗିଥିବା ଅଫିସରେ ସୁଟ୍-ବୁଟ୍ ପିନ୍ଧି ବସୁଥିବା କର୍ମଚାରୀ ଆଜି ଡ୍ରାଇଭର ପାଲଟିଛି।
Noida Engineer Turns Rapido Driver: ଅତି ଲୋଭ କରି ବେକାରୀ ହୋଇଗଲେ ଇଞ୍ଜିନିୟର
Advertisment
Follow Us