ଖସୁଛି ପାରଦ ବଢୁଛି ଶୀତ । ରାଜ୍ୟରେ ଧୀରେ ଧୀରେ ବୃଦ୍ଧି ପାଉଛି ଶୀତ ଲହରି । ଏହାରି ମଧ୍ୟରେ କନ୍ଧମାଳରେ ହାଡ଼ ଭଙ୍ଗା ଶୀତ ଅନୁଭୂତ । ପାରଦ ଦିନକୁ ଦିନ ଖସୁଥିବା ବେଳେ କନ୍ଧମାଳରେ ଥରାଇଲାଣି ଶୀତ। ସନ୍ଧ୍ୟା ହେଲେ ଲୋକଙ୍କୁ ଘରୁ ବାହାରିବାକୁ ଲାଗୁଛି ଡର। କମ୍ବଳ ଘୋଡ଼ାଇ ହୋଇ ନିଆଁ ପୁଉଁଛନ୍ତି ଲୋକ।
ଆହୁରି ଦେଖନ୍ତୁ: Intoxicated Woman In Delhi: ମଦ ପିଇ ମାତାଲ ହେଲେ ଯୁବତୀ, ଝୁମେଇ ଦେଲା ନାଲି ପାଣି ନିଶା
Follow Us