କୋଟା: ଚୋରି କରିବାକୁ ଆସି ଫସିଗଲା ଚୋର। ରାଜସ୍ଥାନର କୋଟାରେ ଘଟିଛି ଏଭଳି ଘଟଣା। ଜଣେ ଯୁବକ ଚୋରି କରିବା ଉଦ୍ଦେଶ୍ୟରେ ଏଗ୍‌ଜଷ୍ଟ ଫ୍ୟାନ୍ ବାଟ ଦେଇ ପଶିବାକୁ ଚେଷ୍ଟା କରୁଥିବା ବେଳେ ଫସିଯାଇଥିଲେ। ଅନେକ ଚେଷ୍ଟା ପରେ ତାଙ୍କୁ ବାହାର କରାଯାଇପାରିନଥିଲା। ଶେଷରେ ପୁଲିସ ଆସି ଚୋରକୁ ବାହାର କରିଥିବା ଜଣାଯାଇଛି।

Advertisment

ଆହୁରି ପଢ଼ନ୍ତୁ: Cold Wave: ନିମ୍ନଗାମୀ ହେଉଛି ପାରଦ; ଶୀତଲହରୀରେ ଜନଜୀବନ ଅସ୍ତବ୍ୟସ୍ତ