TigerAttack: ବିବାହକୁ ମାତ୍ର ତିନିଦିନ ବାକିଥିବା ବେଳେ ଘରେ ପଶି କନ୍ୟାଙ୍କୁ ଆକ୍ରମଣ କଲା ବାଘ

Advertisment

ହଠାତ ବାଘ ପ୍ରବେଶ ପରେ ସ୍ଥାନୀୟଅଞ୍ଚଳରେ କୋକୁଆଭୟ ସୃଷ୍ଟି କରିଛି। ଆଖପାଖରଲୋକମାନେ ଚିତାବାଘ ଭୟରେ ଝରକାକବାଟ ବନ୍ଦ କରି ଘର ଭିତରେ ଛପି ରହିଛନ୍ତି। ବାଘ କାବୁ ହୋଇଯିବା ସତ୍ତ୍ବେ ବାହାରକୁ ବାହାରି ପାଇଁ ଭୟ କରୁଛନ୍ତି।

ହଠାତ ବାଘ ପ୍ରବେଶ ପରେ ସ୍ଥାନୀୟଅଞ୍ଚଳରେ କୋକୁଆଭୟ ସୃଷ୍ଟି କରିଛି। ଆଖପାଖରଲୋକମାନେ ଚିତାବାଘ ଭୟରେ ଝରକାକବାଟ ବନ୍ଦ କରି ଘର ଭିତରେ ଛପି ରହିଛନ୍ତି। ବାଘ କାବୁ ହୋଇଯିବା ସତ୍ତ୍ବେ ବାହାରକୁ ବାହାରି ପାଇଁ ଭୟ କରୁଛନ୍ତି।

ମ୍ବାଇର ମୀରା ଭାୟନ୍ଦରର ବିପି ରୋଡରେ ସାଇ ବାବା ହସ୍ପିଟାଲ ପଛରେ ଥିବା ପାରିଜାତ ବିଲଡିଂରେ ଏକ ଚିତାବାଘ ପ୍ରବେଶ କରିବା ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି। ଏହି ଘଟଣାରେ ୭ ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ଆହତମାନଙ୍କୁ ସଙ୍ଗେସଙ୍ଗେ ବାଘ ଆକ୍ରମଣରୁ ଉଦ୍ଧାର କରି ସାଇ ବାବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ଅଧିକପଢ଼ନ୍ତୁ:ମାତ୍ରାଧିକ ଫାଷ୍ଟଫୁଡ୍‌ ଖାଉଥିଲେ ଛାତ୍ରୀ, ଚିକିତ୍ସା ପରେ ବି ବଞ୍ଚିପାରିଲାନି ଜୀବନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe