ଲକ୍ଷ୍ନୌ: ଡ୍ୟୁଟିକୁ ଆସିଲେ, ନିଶାରେ ଝୁମିଲେ। ଏଣେ ତେଣେ ପଡ଼ୁଥିଲା ପୁଲିସ ବାବୁଙ୍କ ପାଦ। ଜଣା ନଥିଲା ଦିନ ହୋଇଛି ନା ରାତି। ମାଘ ମେଳାରୁ ଆସିଲା ଏଭଳି ଆଶ୍ଚର୍ଯ୍ୟକର ଭିଡିଓ। ଜାନୁଆରି ୪ରୁ ଆରମ୍ଭ ହୋଇଛି ମାଘ ମେଳା। ଉତ୍ତରପ୍ରଦେଶରେ ଥିବା ତ୍ରିବେଣୀ ସଙ୍ଗମକୁ ବୁଡ଼ ପକାଇବାକୁ ପହଞ୍ଚୁଛନ୍ତି ଶହ ଶହ ଲୋକ। ଭିଡ଼କୁ ନିୟନ୍ତ୍ରଣ କରିବା ସହ ସୁରକ୍ଷା ଯୋଗାଇବା ପାଇଁ ପୁଲିସକର୍ମୀଙ୍କୁ ମୁତୟନ କରିଛନ୍ତି ୟୁପି ସରକାର। ହେଲେ ଡ୍ୟୁଟି ନକରି ନିଶାରେ ଝୁମୁଛନ୍ତି ପୁଲିସ ବାବୁ, ଯାହାର ଏକ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି।
ଅନ୍ୟ ଏକ ଭିଡିଓ ଦେଖନ୍ତୁ:
Follow Us