ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ଏନ୍‌ଆର୍‌ସି-ଅଯଥା ରାଜନୈତିକ କୁସ୍ତି

ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶରେ ଆସାମ ପାଇଁ ପ୍ରସ୍ତୁତ ଜାତୀୟ ନାଗରିକ ରେକର୍ଡ (ଏନ୍‌ଆର୍‌ସି)ର ଚିଠା ପ୍ରକାଶର ପୂର୍ବରୁ ପ୍ରାୟ ସବୁ ମହଲରେ ଆଶଙ୍କା ପ୍ରକାଶ ପାଇଥିଲା ଯେ, ଏନ୍‌ଆର୍‌ସିକୁ ନେଇ ବିଦେଶୀ ଅନୁପ୍ରବେଶକାରୀ ସମସ୍ୟା ସହ ବିଗତ ଗୋଟିଏ ଶତାବ୍ଦୀ ଧରି ଯୁଝି ଆସୁଥିବା ଆସାମରେ…
ଅଧିକ ଖବର ଦେଖନ୍ତୁ...

ସଫା ସୁଟ୍‌ ବୁଟ୍‌

ରାଜନୀତିର ପରିଭାଷା ହେଉଛି ଛଳନା। ସମସ୍ତେ ଜାଣନ୍ତି ରାଜନେତାମାନେ ଯାହା ଚିନ୍ତା କରନ୍ତି ତାହା କହନ୍ତି ନାହିଁ, ଯାହା କହନ୍ତି ତାହା କରନ୍ତି ନାହିଁ। ଗତ ରବିବାର ଦିନ ଏଥିରେ ଏକ ସ୍ୱାଗତଯୋଗ୍ୟ, ବିରଳ ତଥା ସାହସିକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ହିତୋପଦେଶ

ପ୍ରସିଦ୍ଧ ବ୍ରିଟିସ୍‌ ଲେଖକ ଓ ଦାର୍ଶନିକ ଆଲ୍‌ଡସ୍‌ ହକ୍‌ସ୍‌ଲି କହିଥିଲେ: ‘‘ବୋଧହୁଏ ଆମର ଏହି ପୃଥିବୀ ହେଉଛି ଅନ୍ୟ କେଉଁ ଏକ ଗ୍ରହର ନର୍କ।’’ ଅର୍ଥାତ୍‌ ସେ ଗ୍ରହର ପାପୀମାନେ ମୃତ୍ୟୁ ପରେ ଯନ୍ତ୍ରଣା ଭୋଗ କରିବାକୁ ଯେଉଁ ନର୍କକୁ ଯାଆନ୍ତି, ସେ ନର୍କ ହେଉଛି ଆମ ପୃଥିବୀ। ହକ୍‌ସ୍‌ଲିଙ୍କ…
ଅଧିକ ଖବର ଦେଖନ୍ତୁ...

ଯୁବତୀ ଦର୍ଶନ

‘‘ଯେ ଯେଡ଼େ ତେଜସ୍ୱୀ ତା ତେଜ ମୋତେ ଅଛଇ ଜଣା/ଫୁଲ ଶର ଆଗେ ପଡ଼ିଲେ ବୁଦ୍ଧି ହୁଅଇ ବଣା।’’ କବିବର ରାଧାନାଥ ରାୟଙ୍କ ‘ଚନ୍ଦ୍ରଭାଗା’ କାବ୍ୟରେ କାମଦେବ କନ୍ଦର୍ପ ସୂର୍ଯ୍ୟଙ୍କୁ ଏଭଳି ଚେତାବନୀ ଦେଇଥିଲେ। ମନେ ହେଉଛି ବର୍ତ୍ତମାନ ଦେଶବ୍ୟାପୀ ଚର୍ଚ୍ଚିତ ହେଉଥିବା କେରଳର ଶବରୀମାଳା ପୀଠର…
ଅଧିକ ଖବର ଦେଖନ୍ତୁ...

ରାଫେଲ୍‌ରେ ବୋଫର୍ସ୍‌?

ଭାରତୀୟ ପ୍ରତିରକ୍ଷା ବାହିନୀ ପାଇଁ ଫ୍ରାନ୍ସ ନିର୍ମିତ ଯୁଦ୍ଧ ଜେଟ୍‌ ରାଫେଲ ଖର୍ଦିରେ ଅନିୟମିତତା ଓ ଭ୍ରଷ୍ଟାଚାରର ଅଭିଯୋଗ ହୋଇ ଆସୁଛି। ବିଗତ ଦୁଇ ବର୍ଷ ମଧ୍ୟରେ ବିରୋଧୀ, ବିଶେଷ କରି କଂଗ୍ରେସ ପକ୍ଷରୁ ସଂସଦ ଭିତରେ ଓ ବାହାରେ ଏ ପ୍ରସଙ୍ଗ ଅନେକ ଥର ଉଠାଯାଇଛି। ପ୍ରତ୍ୟେକଥର ମୋଦୀ ସରକାର…
ଅଧିକ ଖବର ଦେଖନ୍ତୁ...

ଏହା କେବଳ ମାତ୍ର ସେତୁଟିଏ ନୁହେଁ

ସାରା ଦେଶ କାରଗିଲ ବିଜୟ ଦିବସ ପାଳନ କରୁଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ସୁଦୂର ମାଲକାନଗିରିରେ ଗୁରୁପ୍ରିୟା ସେତୁର ଉଦ୍‌ଘାଟନ କରୁଥିଲେ। ନଦନଦୀ ଭରା ଓଡ଼ିଶାରେ ସେତୁ ନିର୍ମାଣ କିଛି ନୂଆ କଥା ନୁହେଁ। ମହାନଦୀ ଓ ଅନ୍ୟ ବଡ଼ନଦୀମାନଙ୍କ ଉପରେ ଗୁରୁପ୍ରିୟାଠାରୁ ଆହୁରି ଅଧିକ ଦୀର୍ଘ ଏବଂ…
ଅଧିକ ଖବର ଦେଖନ୍ତୁ...

ଆଶାର ସେତୁ, ପ୍ରଗତିର ପୋଷ୍ଟର

ବିଗତ ଅଠର ବର୍ଷରେ ରାଜ୍ୟରେ ପାଖାପାଖି ୩୨୦ଟି ସେତୁ ନିର୍ମିତ ହୋଇଛି। ମୁଖ୍ୟତଃ ଉନ୍ନତ ଯୋଗାଯୋଗ, ସାମାଜିକ- ଅର୍ଥନୈତିକ ପ୍ରଗତିର ଧାରାକୁ ତ୍ୱରାନ୍ଵିତ କରିବା ଲକ୍ଷ୍ୟରେ ପ୍ରତ୍ୟେକଟି ସେତୁ ଗୋଟିଏ ଗୋଟିଏ ବଳିଷ୍ଠ ପଦକ୍ଷେପ। କିନ୍ତୁ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…
ଅଧିକ ଖବର ଦେଖନ୍ତୁ...

ପାକ୍‌-ସେନାର ନୂଆ କଣ୍ଢେଇ

ପାକିସ୍ତାନର ସାତ ଦଶନ୍ଧିର ଇତିହାସରେ ଦ୍ୱିତୀୟ ଥର ପାଇଁ ଗୋଟିଏ ନିର୍ବାଚିତ ସରକାର ହାତରୁ ଆଉ ଏକ ନିର୍ବାଚିତ ସରକାର ହାତକୁ କ୍ଷମତା ହସ୍ତାନ୍ତର ହେବାକୁ ଯାଉଛି। ବୁଧବାର ଦେଶର ଜାତୀୟ ପରିଷଦ ପାଇଁ ଅନୁଷ୍ଠିତ ନିର୍ବାଚନ ପରେ ଭୋଟଗଣତି ତଥାପି ସମାପ୍ତ ହୋଇ ନଥିଲେ ସୁଦ୍ଧା ପାକ୍‌ କ୍ରିକେଟ୍‌…
ଅଧିକ ଖବର ଦେଖନ୍ତୁ...

ଦଣ୍ଡିତ ଈଶ୍ୱର

ଭଗବାନଙ୍କୁ ସର୍ବବିଦ୍ୟମାନ, ସର୍ବଶକ୍ତିମାନ ଓ ସର୍ବଜ୍ଞ ରୂପେ ଆମେ ବିଶ୍ୱାସ କରିଥାଉ। କୌଣସି ମନୁଷ୍ୟ କିମ୍ବା ମନୁଷ୍ୟ ସୃଷ୍ଟ ପଦାର୍ଥ ଠାରେ ଏ ତିନିଗୁଣର ସମାହାର କେବେ ଦେଖାଯାଇ ପାରିବ ନାହିଁ ବୋଲି ଆମେ ଏ ପର୍ଯ୍ୟନ୍ତ ଧରି ନେଇଥିଲୁ। ଏ ଭଳି ଅବିଶ୍ୱାସର ଯୁଗର କିନ୍ତୁ ଏବେ ଅବସାନ ଘଟିଲାଣି…
ଅଧିକ ଖବର ଦେଖନ୍ତୁ...

ସାତବର୍ଷର ଶାପ

ମନେ ହେଉଛି ମଧ୍ୟବର୍ତ୍ତୀକାଳୀନ କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୂଷ ଗୋୟାଲ୍‌ ସାମୟିକ ଅବ୍ୟାହତି ନେଇଥିବା ଅସଲ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କ ଅପେକ୍ଷା ଜଣେ ଅଧିକ ଲିଙ୍ଗ-ସଚେତନ, ନାରୀ-ଦରଦୀ ବ୍ୟକ୍ତି। ନରେନ୍ଦ୍ର ମୋଦୀ କ୍ୟାବିନେଟ୍‌ର ଦକ୍ଷତମ ସଦସ୍ୟ ରୂପେ ସୁନାମ ଅର୍ଜନ କରିଥିବା…
ଅଧିକ ଖବର ଦେଖନ୍ତୁ...