Advertisment
Boudhayan Acharya profile image

Boudhayan Acharya

ବୋୖଦ୍ଧାୟନ ଆଚାର୍ଯ୍ୟଙ୍କର ସାମ୍ବାଦିକତାରେ ୮ ବର୍ଷର ଅଭିଜ୍ଞତା ଅଛି। ଆଇଆଇଏମସିରୁ ସାମ୍ବାଦିକତା ପାଠପଢ଼ା ସମାପ୍ତ କରିବା ପରେ, ସେ କନକ ନ୍ୟୁଜରୁ ତାଙ୍କର ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିଲେ। କନକ ନ୍ୟୁଜରେ ପ୍ରାୟ ଦେଢ଼ ବର୍ଷ ଲେଖାର କଳା ଶିଖିବା ପରେ, ସେ ହାଇଦ୍ରାବାଦର ଇଟିଭି ଭାରତ ପ୍ରତିଷ୍ଠାନରେ ପହଞ୍ଚିଲେ, ଯେଉଁଠାରେ ଦେଢ଼ ବର୍ଷରୁ ଅଧିକ ସମୟ କାମ କରିବା ପରେ, ସେ ୨୦୧୯ରୁ ସମ୍ବାଦ ଡଟ ଇନରେ ଯୋଗ ଦେଇଥିଲେ। ଏଠାରେ ସେ ରାଜ୍ୟ, ଜାତୀୟ ସହ ବାଣିଜ୍ୟ ବିଭାଗରେ ଖବର ଲେଖୁଛନ୍ତି | ନୂଆ ଢଙ୍ଗରେ ଖବରକୁ ପ୍ରସ୍ତୁତ କରିବା ହେଉ କି ଫଟୋକୁ ନେଇ ଖବର ଲେଖିବାରେ ସେ ରୁଚି ରଖନ୍ତି | ବୌଦ୍ଧାୟନ ସୋସିଆଲ ମିଡିଆରେ ମଧ୍ୟ ଅପଡେଟ୍ ରୁହନ୍ତି ଏବଂ ପ୍ରତିଦିନ କିଛି ନୂଆ ଶିଖିବାକୁ ଏବଂ ଜାଣିବାକୁ ଚେଷ୍ଟା କରନ୍ତି।

ନିର୍ଦେଶକଙ୍କ ପାସ୍‌ପୋର୍ଟ ତଥ୍ୟ ସଂଗ୍ରହ କରାଯିବ

ପାସପୋର୍ଟ ପାଇଁ ଏଣିକି ଆବଶ୍ୟକ ଏହି ଡକ୍ୟୁମେଣ୍ଟ

ଫେବ୍ରୁଆରି ୬ ସୁଦ୍ଧା ମୋବାଇଲ୍‌-ଆଧାର ସଂଯୋଗ ଅପରିହାର୍ଯ୍ୟ: କେନ୍ଦ୍ର ସରକାର

ଏମିତି ଜାଣନ୍ତୁ ଆପଣଙ୍କ ଆଧାର କାର୍ଡ ସହ କେତୋଟି ସିମ ଲିଙ୍କ ଅଛି

ଆକାଶଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପରେ ଦଳ ଛାଡ଼ୁଛନ୍ତି ଅନେକ ନେତା

ଆକାଶ ଆନନ୍ଦଙ୍କୁ ବଡ ଝଟକା, ସମସ୍ତ ପଦପଦବୀ ଛଡାଇନେଲେ ମାୟାବତୀ

akash

ମୋ ପାଇଁ କାମର ସମୟ ନୁହେଁ ଗୁଣବତ୍ତା ଗୁରୁତ୍ୱ ରଖେ: ଆକାଶ ଅମ୍ବାନୀ

eeco

ଫେବୃୟାରୀ ମାସରେ ଏହି କାରର ହେଲା ଦମଦାର ବିକ୍ରି

short

ସେମିଫାଇନାଲ ପୂର୍ବରୁ ଅଷ୍ଟ୍ରେଲିଆ ଦଳକୁ ଲାଗିଲା ବଡ ଝଟକା

ପଶ୍ଚିମବଙ୍ଗରୁ ୨୦୨୪ ନିର୍ବାଚନ ପ୍ରଚାର ଆରମ୍ଭ କଲେ ଶାହ

ମଣିପୁରରେ ଡ୍ରଗ୍ସ ନେଟୱାର୍କକୁ ଧ୍ୱସ୍ତ କରାଯାଉ: ସମୀକ୍ଷା ବୈଠକରେ କହିଲେ ଶାହା

alto

ଏତିକି ଟଙ୍କା ବଢ଼ିଲା ମାରୁତି ଅଲ୍ଟୋ କେ-୧୦ର ମୂଲ୍ୟ

fadnavis and shinde

ସିନ୍ଦେଙ୍କ ଘୋଷଣାକୁ ବାତିଲ କଲେ ଫଡନାଭିସ

ଅଯୋଧ୍ୟା ମାମଲାରେ ତଥ୍ୟ ଅପେକ୍ଷା ବିଶ୍ବାସକୁ ଅଗ୍ରାଧିକାର ଦିଆଯାଇଛି: ଅୱେସି

'ଚୋଳରାଜାମାନେ ବି ମନ୍ଦିର ଭାଙ୍ଗିଥିଲେ ତାଙ୍କ ଉପରେ ଫିଲ୍ମ ନିର୍ମାଣ କର'

Advertisment
ସବସ୍କ୍ରାଇବ କରନ୍ତୁ