Advertisment
Boudhayan Acharya profile image

Boudhayan Acharya

ବୋୖଦ୍ଧାୟନ ଆଚାର୍ଯ୍ୟଙ୍କର ସାମ୍ବାଦିକତାରେ ୮ ବର୍ଷର ଅଭିଜ୍ଞତା ଅଛି। ଆଇଆଇଏମସିରୁ ସାମ୍ବାଦିକତା ପାଠପଢ଼ା ସମାପ୍ତ କରିବା ପରେ, ସେ କନକ ନ୍ୟୁଜରୁ ତାଙ୍କର ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିଲେ। କନକ ନ୍ୟୁଜରେ ପ୍ରାୟ ଦେଢ଼ ବର୍ଷ ଲେଖାର କଳା ଶିଖିବା ପରେ, ସେ ହାଇଦ୍ରାବାଦର ଇଟିଭି ଭାରତ ପ୍ରତିଷ୍ଠାନରେ ପହଞ୍ଚିଲେ, ଯେଉଁଠାରେ ଦେଢ଼ ବର୍ଷରୁ ଅଧିକ ସମୟ କାମ କରିବା ପରେ, ସେ ୨୦୧୯ରୁ ସମ୍ବାଦ ଡଟ ଇନରେ ଯୋଗ ଦେଇଥିଲେ। ଏଠାରେ ସେ ରାଜ୍ୟ, ଜାତୀୟ ସହ ବାଣିଜ୍ୟ ବିଭାଗରେ ଖବର ଲେଖୁଛନ୍ତି | ନୂଆ ଢଙ୍ଗରେ ଖବରକୁ ପ୍ରସ୍ତୁତ କରିବା ହେଉ କି ଫଟୋକୁ ନେଇ ଖବର ଲେଖିବାରେ ସେ ରୁଚି ରଖନ୍ତି | ବୌଦ୍ଧାୟନ ସୋସିଆଲ ମିଡିଆରେ ମଧ୍ୟ ଅପଡେଟ୍ ରୁହନ୍ତି ଏବଂ ପ୍ରତିଦିନ କିଛି ନୂଆ ଶିଖିବାକୁ ଏବଂ ଜାଣିବାକୁ ଚେଷ୍ଟା କରନ୍ତି।

fire

ହୋଟେଲରେ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ମହାରାଷ୍ଟ୍ର ପର୍ଯ୍ୟଟକ

ଆଦାନିର ବିଜାହାନ୍ ଖଣି ଗ୍ରାମସଭା ପାଲଟିଲା ରଣକ୍ଷେତ୍ର: କମ୍ପାନି ସମର୍ଥକ, ବିସ୍ଥାପିତ ମୁହାମୁହିଁ

ଆଦାନିର ବିଜାହାନ୍ ଖଣି ଗ୍ରାମସଭା ପାଲଟିଲା ରଣକ୍ଷେତ୍ର: କମ୍ପାନି ସମର୍ଥକ, ବିସ୍ଥାପିତ ମୁହାମୁହିଁ

arrest

ନାଳରୁ ମୃତଦେହ ଉଦ୍ଧାର ଘଟଣା, ୫ ଜଣଙ୍କୁ ଗିରଫ କଲା ଗୁଣପୁର ପୁଲିସ

vigilance

ମାଣ୍ଡିଆ ଚାଷୀଙ୍କ ପାଖରୁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସରକାରୀ ବାବୁ

sffsfssf

ଉତ୍ତମଙ୍କ ବାସଭବନରେ ପାର୍ଥିବ ଶରୀର, ଶେଷ ଦର୍ଶନ ପାଇଁ ପ୍ରବଳ ଭିଡ଼

ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ଚିନ୍ତା ବ୍ୟକ୍ତ କଲେ ରାଷ୍ଟ୍ରପତି

ଉତ୍ତମଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅପୂରଣୀୟ କ୍ଷତି ହୋଇଛି: ରାଷ୍ଟ୍ରପତି

subhadra

ମାର୍ଚ୍ଚ ୮ରେ ମିଳିବ ସୁଭଦ୍ରାର ଦ୍ଵିତୀୟ କିସ୍ତି ଟଙ୍କା

nadda

ପୁରୀରେ ଜନସ୍ୱାସ୍ଥ୍ୟ ସେବା ଜାତୀୟ ଶିଖର ସମ୍ମିଳନୀ ଅନୁଷ୍ଠିତ

arrest

୬ ଅନ୍ତଃଜିଲା ଶିକାରୀ ଗିରଫ: ଅସ୍ତ୍ରଶସ୍ତ୍ର ସହିତ ଜୀବଜନ୍ତୁଙ୍କ ଚମଡ଼ା ଜବତ

attack

ସ୍ୱାମୀର ନିସ୍ତୁକ ମାଡ଼ରେ ସ୍ତ୍ରୀ ମୃତ

Advertisment
ସବସ୍କ୍ରାଇବ କରନ୍ତୁ