ବିଜେଡି‌ର ଶୋଚନୀୟ ପରାଜୟ ପାଇଁ ଦାୟୀ କିଏ: ବିଧାୟକଙ୍କ ମତ ଭିନ୍ନ ଭିନ୍ନ

ଭୁବନେଶ୍ବର: ବିଜେଡି‌ର ଶୋଚନୀୟ ପରାଜୟ ପାଇଁ କିଏ ଦାୟୀ? ଏନେଇ ଆଜି ବିଧାନସଭା ପରିସରରେ ଗଣମାଧ୍ୟମ ପ୍ରତିନିଧିମାନେ ବିଭିନ୍ନ ବିଧାୟକଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ବିଜେଡି‌ର ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି,  ଦଳର ଆନୁଷ୍ଠାନିକ ବୈଠକରେ ପରାଜୟର ତର୍ଜମା ହେବ।…
ଅଧିକ ଖବର ଦେଖନ୍ତୁ...

ଅପରାହ୍ଣ ୨ରୁ ୫ଟା ଯାଏ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଅପରାହ୍ଣ ୨ଟାରୁ ୩ ଘଣ୍ଟା ଯାଏ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ମଙ୍ଗଳବାର ଜ୍ୟେଷ୍ଠ ଶୁକ୍ଲ ଏକାଦଶୀ (ନଳ) ତିଥିରେ ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଏକାଦଶୀ ନୀତି ଅନୁଷ୍ଠିତ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରୁ ଦେଢ଼ କୋଟି ଚୋରି କରି ସୋରରୁ ବନ୍ଧା ହେଲେ ତିନି ଯୁବକ

ସୋର: ଦିଲ୍ଲୀରୁ ଦେଢ଼ କୋଟିରୁ ଅଧିକ ଟଙ୍କାର ଗହଣା ଓ ଟଙ୍କା ଚୋରି ଅଭିଯୋଗରେ ସୋରରୁ ୩ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଖଇରା ଥାନା ମଛଦା ଗ୍ରାମର ମଦନ ମୋହନ ଦାସ ଦିଲ୍ଲୀ ଫ୍ରେଣ୍ଡସ କଲୋନୀର ସିଦ୍ଧାର୍ଥ ଗୌତମ ମହାନ୍ତି ନାମକ ଜଣେ…
ଅଧିକ ଖବର ଦେଖନ୍ତୁ...

ଗୋହିରାଡ୍ୟାମରେ ନବବିବାହିତ ଯୁବକଙ୍କ ଶବ, ପୁଲିସର ତଦନ୍ତ ଆରମ୍ଭ

ରିଆମାଳ: ରିଆମାଳ ଥାନା ଗୋହିରାଡ୍ୟାମ୍ ଜଳ ଭଣ୍ଡାରଠାରେ ଜଣେ ନବ ବିବାହିତ ଯୁବକର ଶବ ପଡ଼ି ରହିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଖବର ପାଇ କଂସର ଫାଣ୍ଡି ପୁଲିସ ପହଞ୍ଚି ତଦନ୍ତ କରୁଛି। ମୃତ ଯୁବକ ହେଉଛନ୍ତି ଦୁଧିଆନାଳୀ ବାଙ୍ଗଦର୍ହ ଗ୍ରାମର ବିଦ୍ୟାଧର ପ୍ରଧାନଙ୍କ ପୁଅ ବୁଦ୍ଧଦେବ…
ଅଧିକ ଖବର ଦେଖନ୍ତୁ...

କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା: ରାୟ ପ୍ରକାଶ କଲେ ହାଇକୋର୍ଟ

କଟକ: କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାର ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ। ମେରିଟ୍ ଲିଷ୍ଟ ଆଧାରରେ ଶିକ୍ଷକ ନିଯୁକ୍ତି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଜିଲ୍ଲାଓ୍ୱାରୀ କନିଷ୍ଠ ଶିକ୍ଷକ ନିଯୁକ୍ତି ଅପିଲ କରି ହାଇକୋର୍ଟରେ ଏକାଧିକ ମାମଲା…
ଅଧିକ ଖବର ଦେଖନ୍ତୁ...

ବିଧାୟକ ଭାବେ ଶପଥ ନେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ବର: ବିଧାନସଭାରେ ନବ ନିର୍ବାଚିତ ବିଧାୟକ ନେଇଛନ୍ତି ଶପଥ। ପ୍ରଥମେ ବିଧାୟକ ଭାବେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁଇ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ବିଧାନସଭାରେ ବିଧାୟକ ଭାବେ ଶପଥଗ୍ରହଣ କରିଛନ୍ତି। କାମଚଳା ବାଚସ୍ପତି ରଣେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଛୁଟି ବିତାଇବାକୁ ଯାଇ ସିକିମ୍‌ରେ ଫସିଛନ୍ତି ସୁବର୍ଣ୍ଣପୁର ଗୋଟିଏ ପରିବାର: ଉଦ୍ଧାର ପାଇଁ ସରକାରଙ୍କୁ ନିବେଦନ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଭଜଳପୁର ଗାଁର ରାମନାରାୟଣ ମିଶ୍ର ପରିବାର ଖରାଛୁଟି ବିତାଇବାକୁ ଉର୍ତ୍ତର ପୂର୍ବ ରାଜ୍ୟ ସିକ୍କିମକୁ ଯାଇଥିଲେ। ତାଙ୍କ ସହିତ ତାଙ୍କ ଧର୍ମପତ୍ନୀ ମୀନାକ୍ଷୀ, ଝିଅ ଶ୍ରୀ ଓ ପୁଅ କ୍ରିସ୍‌ ସହିତ ୯ ତାରିଖରେ ଭୁବନେଶ୍ୱରରୁ କୋଲକାତା ଯାଇଥିଲେ।…
ଅଧିକ ଖବର ଦେଖନ୍ତୁ...

ବରଗଡ଼ରେ ଚାଞ୍ଚଲ୍ୟ: ଗୋଟିଏ ପରିବାରର ତିନିଜଣଙ୍କୁ ଦଳିଦେଲା ହାତୀ

ବରଗଡ଼: ବରଗଡ଼ ଜିଲ୍ଲାରେ ହାତୀ ଆକ୍ରମଣରେ ଗୋଟିଏ ପରିବାରର ତିନିଜଣଙ୍କ ପ୍ରାଣହାନି ଘଟିଥିବା ସୂଚନା ରହିଛି। ଝାରବନ୍ଧ ବ୍ଲକ୍ ଅନ୍ତର୍ଗତ ଗୋଠୁଗୁଡ଼ା ଗ୍ରାମ ପଞ୍ଚାୟତର ସଲଡିହି ଗ୍ରାମରେ ଏକ ପରିବାରର ତିନି ଜଣକର ମୃତ୍ୟୁ ଘଟିଥିବା ବେଲେ ଜଣେ ଗୁରୁତର ଥିବା ସୂଚନା ମିଳିଛି। ତିନି ମୃତକ ହେଲେ…
ଅଧିକ ଖବର ଦେଖନ୍ତୁ...

ତ୍ରିଲୋଚନ ମହାନ୍ତି ହେଲେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ

କେନ୍ଦୁଝର: ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା କେନ୍ଦୁଝର ଉପଜିଲ୍ଲାପାଳ ତ୍ରିଲୋଚନ ମହାନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ସେ ପୂର୍ବରୁ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ର ବିଡିଓ ଭାବେ କାର୍ଯ୍ୟ କରୁଥିଲେ। ଦୁଇମାସ ତଳେ କେନ୍ଦୁଝର…
ଅଧିକ ଖବର ଦେଖନ୍ତୁ...