100% FDI: ବୀମାରେ ୧୦୦% ଏଫ୍‌ଡିଆଇ ଅନୁମତି

Advertisment

ଭାରତୀୟ ବୀମା କମ୍ପାନିକୁ ବିଦେଶୀ ନିବେଶକମାନେ ସମ୍ପୂର୍ଣ୍ଣ କିଣିପାରିବେ। ବୀମା କ୍ଷେତ୍ରରେ ୧୦୦% ଏଫ୍‌ଡିଆଇକୁ ଅନୁମତି ଦେବା ସମ୍ପର୍କିତ ‘ସବ୍‌କା ବୀମା ସବ୍‌କି ସୁରକ୍ଷା’ ବିଲ୍‌ ସଂସଦରେ ଗୃହୀତ ହୋଇଛି।

ଭାରତୀୟ ବୀମା କମ୍ପାନିକୁ ବିଦେଶୀ ନିବେଶକମାନେ ସମ୍ପୂର୍ଣ୍ଣ କିଣିପାରିବେ। ବୀମା କ୍ଷେତ୍ରରେ ୧୦୦% ଏଫ୍‌ଡିଆଇକୁ ଅନୁମତି ଦେବା ସମ୍ପର୍କିତ ‘ସବ୍‌କା ବୀମା ସବ୍‌କି ସୁରକ୍ଷା’ ବିଲ୍‌ ସଂସଦରେ ଗୃହୀତ ହୋଇଛି।

car insurance

ନୂଆଦିଲ୍ଲୀ: ଭାରତୀୟ ବୀମା କମ୍ପାନିକୁ ବିଦେଶୀ ନିବେଶକମାନେ ସମ୍ପୂର୍ଣ୍ଣ କିଣିପାରିବେ। ବୀମା କ୍ଷେତ୍ରରେ ୧୦୦% ଏଫ୍‌ଡିଆଇକୁ ଅନୁମତି ଦେବା ସମ୍ପର୍କିତ ‘ସବ୍‌କା ବୀମା ସବ୍‌କି ସୁରକ୍ଷା’ ବିଲ୍‌ ସଂସଦରେ ଗୃହୀତ ହୋଇଛି। ଲୋକସଭାରେ ପାରିତ ହେବାର ଗୋଟିଏ ଦିନପରେ ତାହା ରାଜ୍ୟସଭାରେ ପାରିତ ହୋଇଛି। 

Viksit Bharat: ରାଜକନିକାରେ ‘ବିକଶିତ ଭାରତ @୨୦୪୭’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବିଲ୍‌କୁ ସଂସଦୀୟ କମିଟିକୁ ପଠାଇବା ଲାଗି ବିରୋଧୀ ସଦସ୍ୟମାନେ ଦାବି କରିଥିଲେ। ବୀମାରେ ଏଫ୍‌ଡିଆଇ ସୀମାକୁ ୭୪%ରୁ ବଢ଼ାଇ ୧୦୦% କରାଯାଇଛି। କିନ୍ତୁ ସରକାର ସର୍ତ୍ତ ରଖିଛନ୍ତି ଯେ କମ୍ପାନିର ଜଣେ ବରିଷ୍ଠ ଅଧିକାରୀ ଯଥା ଅଧ୍ୟକ୍ଷ, ପରିଚାଳନା ନିର୍ଦ୍ଦେଶକ କିମ୍ବା ସିଇଓ ପଦରେ ଭାରତୀୟ କାମ କରିବେ।

Indigo crisis : ସଂସଦୀୟ କମିଟି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇପାରିଲାନି ଇଣ୍ଡିଗୋ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe